ଦୁବାଇ:ଚଳିତ ଟି-୨୦ ବିଶ୍ବକପରେ ଆଜି ଖେଳାଯାଉଛି ଦ୍ବିତୀୟ ସେମିଫାଇନାଲ ମୁକାବିଲା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଟିକେଟ ପାଇଁ ଲଢେଇ ହେଉଛି । ଟସ୍ ଜିତି ଅଷ୍ଟ୍ରଲିଆ କ୍ୟାପଟେନ ଆରୋନ ଫିଞ୍ଚ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ବାବର ଆଜମଙ୍କ ଟିମକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ପୂର୍ବରୁ ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିସାରିଛି । ଫଳରେ ଏହି ମ୍ୟାଚ୍ର ବିଜେତା ନ୍ୟୁଜିଲାଣ୍ଡକୁ ଫାଇନାଲରେ ଭେଟିବ ।
ଚୁଡାନ୍ତ ଏକାଦଶ: