ଆବୁଧାବି: ଚଳିତ ଟି-୨୦ ବିଶ୍ବକପରେ ସୁପର ୧୨ ମୁକାବିଲା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଉଭୟ ଟିମ ସେମିଫାଇନାଲ ଦୌଡରେ ରହିଥିବାରୁ ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି । ଟସ୍ ଜିତି ଆଫଗାନିସ୍ତାନ କ୍ୟାପଟେନ ମହମ୍ମଦ ନବି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ଚୂଡାନ୍ତ ଏକାଦଶ:
ନ୍ୟୁଜିଲାଣ୍ଡ: ମାର୍ଟିନ ଗୁପ୍ଟିଲ, ଡ୍ୟାରଲ ମିଚେଲ, କେନ୍ ୱିଲିୟମସନ(କ୍ୟାପଟେନ୍), ଡେଭନ କନୱେ(ୱିକେଟ କିପର), ଗ୍ଳେନ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର, ଆଡମ ମିଲନେ, ଟିମ ସାଉଦୀ, ଇସ ସୋଢି, ଟ୍ରେଣ୍ଟ ବୋଲ୍ଟ ।
ଆଫଗାନିସ୍ତାନ: ହଜ୍ରତୁଲ୍ଲା ଜଜାଇ, ମହମ୍ମଦ ସେହଜାଦ(ୱିକେଟ କିପର), ରହମନୁଲ୍ଲା ଗୁରବାଜ, ନଜିବୁଲ୍ଲା ଜର୍ଡାନ, ଗୁଲବାଦିନ ନେଇବ, ମହମ୍ମଦ ନବି(କ୍ୟାପଟେନ୍), କରିମ ଜନତ୍, ରସିଦ ଖାନ, ନବୀନ-ଉଲ୍-ହକ୍, ହମିଦ ହସନ, ମୁଜୀବ ଅର ରେହମାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ