ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍ର ସୁପର ୧୨ ଲଢେଇରେ ରବିବାର ଦୁଇଟି ମୁକାବିଲା ରହିଛି । ପ୍ରଥମ ମ୍ୟାଚ୍ ଶୈଖ ଜାଏଷ୍ଟ ଷ୍ଟାଡିୟମ, ଆବୁଧାବିରେ ଆଫଗାନିସ୍ତାନ ଓ ନାମ୍ବିଆ ମଧ୍ୟରେ ଖେଳାଯାଉଛି । ଦ୍ବିତୀୟ ମ୍ୟାଚ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।
ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ କ୍ୟାପଟେନ ମହମ୍ମଦ ନବି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ଚୁଡାନ୍ତ ଏକାଦଶ:
ଆଫଗାନିସ୍ତାନ: ହଜ୍ରାତୁଲ୍ଲା ଜଜାଇ, ମହମ୍ମଦ ସେହଜାଦ(ୱିକେଟ କିପର), ରହମନୁ୍ଲ୍ଲା ଗୁରବାଜ, ନାଜିବୁଲ୍ଲା ଜର୍ଡାନ, ଅସଘର ଆଫଗାନ, ମହମ୍ମଦ ନବି(କ୍ୟାପଟେନ୍), ଗୁଲବାଦିନ ନେଇବ, ରସିଦ ଖାନ୍, କରିମ ଜନତ, ହମିଦ ହସନ, ନବୀନ-ଉଲ-ହକ୍ ।
ନାମ୍ବିଆ: କ୍ରେଗ୍ ୱିଲିୟମସ, ମାଇକେଲ ଭନ ଲିଙ୍ଗେନ୍, ଜେନ ଗ୍ରୀନ(ୱିକେଟ କିପର), ଗରହାର୍ଡ ଏରସମସ(କ୍ୟାପଟେନ୍), ଡେଭିଡ ୱାଇଜ, ଜେଜେ ସ୍ମିଟ୍, ଜାନ ଫ୍ରାଏଲିଙ୍କ୍, ପିକି ୟା ଫ୍ରାନ୍ସ, ଜାନ ନିକୋଲ ଲୋଫ୍ଟି-ଏଟନ, ରୁବେନ ଟ୍ରମ୍ପେଲମନ, ବର୍ନାର୍ଡ ସ୍କଲଟ୍ଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ