ଓଡିଶା

odisha

ETV Bharat / sports

କୋରୋନା ଭାଇରସ ପ୍ରଭାବିତ ଦେଶକୁ ବିଶ୍ବ ରଗବିର ସହାୟତା ଘୋଷଣା - କୋରୋନା ଭାଇରସ

କୋରୋନା ଭାଇରସ ପ୍ରଭାବିତ ଦେଶକୁ 100 ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି ବିଶ୍ବ ରଗବି(World Rugby) ।

World Rugby announcs USD 100 million relief fund to assist COVID-19 affected nations
କୋରୋନା ଭାଇରସ ପ୍ରଭାବିତ ଦେଶକୁ ବିଶ୍ବ ରଗବିର ସହାୟତା ଘୋଷଣା

By

Published : Apr 17, 2020, 4:03 PM IST

ଡବଲିନ: କୋରୋନା ଭାଇରସ ପ୍ରଭାବିତ ଦେଶକୁ 100 ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି ବିଶ୍ବ ରଗବି(World Rugby) । ପ୍ରଭାବିତ ଦେଶର ଲୋକଙ୍କ ପାଇଁ ଏହି ରିଲିଫ ଫଣ୍ଡର ବ୍ୟବସ୍ଥା କରିଛି ବିଶ୍ବ ରଗବି ।

ମହାମାରୀ କୋରୋନା ଭାଇରସ ସମସ୍ତ ମାନବ ସମାଜ, କ୍ରୀଡା ଓ ବିଶ୍ବ ରଗବି ପାଇଁ ଆହ୍ବାନ ଆଣିଦେଇଛି । ଏହା କହିଛନ୍ତି ବିଶ୍ବ ରଗବି ଚେୟାରମ୍ୟାନ ବିଲ ବିୟୁମୋଣ୍ଟ । ଏଥିସହିତ ଚଳିତ ବର୍ଷ କୌଣସି ଅନ୍ତର୍ଜାତୀୟ ରଗବି ଟୁର୍ଣ୍ଣାମେଣ୍ଟ ସମ୍ଭବ ନୁହେଁ । ଏନେଇ ମଧ୍ୟ ବିଶ୍ବ ରଗବି ବୋର୍ଡ ପକ୍ଷରୁ ଘୋଷଣା ହୋଇଛି ।

ABOUT THE AUTHOR

...view details