କେନିଆ:ଭାରତୀୟ ଆଥଲେଟ୍ ରୋହନ କାମ୍ବଲେ ଚଳିତ ୨୦ ବର୍ଷରୁ କମ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ନାଇରୋବିରେ ଖେଳାଯାଉଥିବା ଏହି ମେଗା ପ୍ରତିଯୋଗିତାର ୪୦୦ ମିଟର ହର୍ଡଲ୍ସ(ବାଧାଦୌଡ) ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ଚଳିତ ମେଗା ଇଭେଣ୍ଟରେ ଭାରତର ପ୍ରତିନିଧିତ୍ବ କରିଥିବା ରୋହନ କାମ୍ବଲେ ୪୦୦ ମିଟର ହର୍ଡଲସ ଇଭେଣ୍ଟକୁ ଶେଷ କରିବାକୁ ୫୫.୦୦ସେକେଣ୍ଡ ସମୟ ନେଇଥିଲେ ।