ମସ୍କଟ: ଫରୱାର୍ଡ ବନ୍ଦନା କଟାରିୟା, ନବନୀତ କୌର ଓ ଶର୍ମିଳା ଦେବୀଙ୍କ ଗୋଲ୍ ସହାୟତାରେ ଭାରତୀୟ ଟିମ ମହିଳା ଏସିଆ କପ ହକି ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚ୍ରେ ମାଲେସିୟାକୁ ୯-୦ରେ ହରାଇଛି । ଟୁର୍ନାମେଣ୍ଟରେ ଓ ପରେ ଖେଳାଯିବାକୁ ଥିବା ବିଶ୍ବକପରେ ଏକ ସ୍ଥାନ ହାସଲ କରିବାକୁ ଭାରତ ସୁଲତାନ କବୁସ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ବିଜୟୀ ହୋଇଛି ।
Women Asia Cup Hockey: ମାଲେସିୟାକୁ ହରାଇଲା ଭାରତ - ଦୀପଗ୍ରେସ ଏକ୍କା
ଫରୱାର୍ଡ ବନ୍ଦନା କଟାରିୟା, ନବନୀତ କୌର ଓ ଶର୍ମିଳା ଦେବୀଙ୍କ ଗୋଲ୍ ସହାୟତାରେ ଭାରତୀୟ ଟିମ ମହିଳା ଏସିଆ କପ ହକି ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚ୍ରେ ମାଲେସିୟାକୁ ୯-୦ରେ ହରାଇଛି । ଅଧିକ ପଢନ୍ତୁ
![Women Asia Cup Hockey: ମାଲେସିୟାକୁ ହରାଇଲା ଭାରତ WOMEN ASIA CUP HOCKEY INDIA BEAT MALAYSIA 9 0 IN THE FIRST MATCH](https://etvbharatimages.akamaized.net/etvbharat/prod-images/768-512-14253852-thumbnail-3x2-ctc.jpg)
Women Asia Cup Hockey: ମାଲେସିୟାକୁ ହରାଇଲା ଭାରତ
ଏହାମଧ୍ୟ ପଢନ୍ତୁ: ଭାରତ-ଇଣ୍ଡିଜ ଟି-୨୦ ସିରିଜ ଭେନ୍ୟୁରୁ ବାରବାଟୀ ବାଦ
ମ୍ୟାଚ୍ର ଅଷ୍ଟମ ମିନିଟରେ ଭାରତ ପକ୍ଷରୁ ବନ୍ଦନା କଟାରିୟା, ୧୫ତମ ଓ ୨୭ତମ ମିନିଟରେ ନବନୀତ, ଓ ଶର୍ମିଳା ୪୬ତମ ଓ ୫୯ତମ ମିନିଟ୍ରେ ଗୋଲ୍ କରିଛନ୍ତି । ସେହିପରି ଅଭିଜ୍ଞ ଦୀପଗ୍ରେସ ଏକ୍କା ଦଶମ ମିନିଟ୍ରେ, ଲାଲ୍ରେସିଆମି ୩୮ତମ ମିନିଟରେ, ମୋନିକା ୪୦ତମ ମିନିଟରେ ଗୋଲ୍ କରିଥିଲେ ।