ହାଇଦ୍ରାବାଦ: କୋରୋନା ଭାଇରସ ଲଢେଇରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ସାଥ ଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) । ଏନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଚୁକ୍ତି ନେଇ ସୂଚନା ଦେଇଛନ୍ତି WHOର ସାଧାରଣ ନିର୍ଦ୍ଦେଶକ ଡ. ଟ୍ରେଡସ ଅଧନମ ଘେବ୍ରେୟସସ ।
କୋରୋନା ସଚେତନତା: WHOର ସହଯୋଗୀ ପାଲଟିଲା ଅନ୍ତର୍ଜାତୀୟ ଅଲମ୍ପିକ କମିଟି - WHO and IOC team up
କୋରୋନା ଭାଇରସ ଲଢେଇରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ସାଥ ଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) । ଏନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

କୋରୋନା ସଚେତନତା: WHOର ସହଯୋଗୀ ପାଲଟିଲା ଅନ୍ତର୍ଜାତୀୟ ଅଲମ୍ପିକ କମିଟି
କୋରୋନା ଭାଇରସର ନେଇ ବିଭିନ୍ନ ସ୍ବାସ୍ଥ୍ୟ ସୁରକ୍ଷା ଗାଇଡଲାଇନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଉଛି । ଏହାର ଅଧିର ପ୍ରସାରର ଆବଶ୍ୟକତା ରହିଛି । ଫଳରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ବିଶ୍ବର ବୃହତମ ସ୍ବାର୍ଥକୁ ନଜରରେ ରଖି ସଚେତନତା ବାର୍ତ୍ତାକୁ ସଠିକ ଭାବେ ସର୍ବତ୍ର ପହଞ୍ଚାଇବାକୁ ପ୍ରୟାସ କରିବ ଆଇଓସି ।