ଓଡିଶା

odisha

ETV Bharat / sports

କବାଡି ବିଶ୍ବକପ: ଦଳ ସପକ୍ଷରେ ଭାରତୀୟ କବାଡି କୋଚ - ପାକିସ୍ତାନ କୋଚ୍‌ ହରପ୍ରୀତ ସିଂ ବାବା

ଭାରତୀୟ ଦଳ କବାଡି ବିଶ୍ବକପ 2020ରେ ଭାଗ ନେବାକୁ ପାକିସ୍ତାନ ଯାଇଛନ୍ତି । ଟିମକୁ ପାକିସ୍ତାନ ପଠେଇବାକୁ ନେଇ କ୍ରୀଡା ମନ୍ତ୍ରଣାଳୟ ଓ ଭାରତୀୟ ଅଲମ୍ପିକ ଆସୋସିଏସନ (ଆଇଓଏ) ଅନୁମତି ଦେଇନଥିବା କହିଥିବାବେଳେ ଖେଳାଳିଙ୍କ ସପକ୍ଷରେ ବାହାରିଛନ୍ତି ପାକିସ୍ତାନ ଯାଇଥିବା କୋଚ୍‌ ହରପ୍ରୀତ ସିଂ ବାବା । ଅଧିକ ପଢନ୍ତୁ...

Kabaddi World Cup 2020
Kabaddi World Cup 2020

By

Published : Feb 12, 2020, 12:31 AM IST

Updated : Feb 12, 2020, 3:42 PM IST

ଲାହୋର: କବାଡି ବିଶ୍ବକପ 2020ରେ ଭାଗ ନେବାକୁ ପାକିସ୍ତାନ ପହଞ୍ଚିଛି ଭାରତୀୟ ଦଳ । ଟିମକୁ ପାକିସ୍ତାନ ପଠେଇବାକୁ ନେଇ କ୍ରୀଡା ମନ୍ତ୍ରଣାଳୟ ଓ ଭାରତୀୟ ଅଲମ୍ପିକ ଆସୋସିଏସନ(ଆଇଓଏ) ଅନୁମତି ଦେଇନଥିବା କହିଥିବାବେଳେ କବାଡି ଟିମ ସପକ୍ଷରେ ବାହାରିଛନ୍ତି ପାକିସ୍ତାନ ଯାଇଥିବା କୋଚ୍‌ ହରପ୍ରୀତ ସିଂ ବାବା ।

କୋଚ୍‌ ହରପ୍ରୀତ ସିଂ ବାବା କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମକୁ ଆମନ୍ତ୍ରଣ କରାଯାଇଥିଲା । କବାଡି ଖେଳର ପ୍ରମୋଟ କରିବା ପାଇଁ ଆମେ ବ୍ୟକ୍ତିଗତ କ୍ଷମତାରେ ପାକିସ୍ତାନ ଯାଇଛୁ । ଏହି ଆମନ୍ତ୍ରଣ ବ୍ୟକ୍ତିଗତ ଭାବେ ସମସ୍ତ ଖେଳାଳିଙ୍କୁ ଆସିଥିଲା । ଏଥିସହ କବାଡି ଫେଡରେସନକୁ ମଧ୍ୟ ଆମନ୍ତ୍ରଣ ଆସିଥିଲା । ଖେଳର ପ୍ରମୋସନ ମୁଁ ସର୍ବଦା ଖେଳାଳିଙ୍କ ସାଥ୍‌ ଦେଇଛି ।

Last Updated : Feb 12, 2020, 3:42 PM IST

ABOUT THE AUTHOR

...view details