ବାର୍ଲିନ: ବ୍ରିଟିଶ F1ର ଷ୍ଟାର ଖେଳାଳି ଲୁଇସ ହାମିଲଟନ ଓ ଫୁଟବଲ ଜଗତର ମହାନ ତାରକା ଲିଓନ ମେସି ଲଉରିୟସ ବିଶ୍ବ ସ୍ପୋର୍ଟ୍ସମ୍ୟାନ ଅଫ ଦ ଇୟରର ଯୁଗ୍ମ ବିଜେତା ଭାବେ ଟ୍ରଫି ଭାଗ କରିଛନ୍ତି । ତେବେ ଦୁଇ ଜଣଙ୍କ ଭୋଟ ସଂଖ୍ୟା ସମାନ ହୋଇଥିବାରୁ ତାଙ୍କୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯାଇଛି ।
ଲଉରିୟସ ଆୱାର୍ଡ: ହାମିଲଟନ ଓ ମେସି ଯୁଗ୍ମ ବିଜେତା - ଲୁଇସ ହାମିଲଟନ
ବ୍ରିଟିଶ F1ର ଷ୍ଟାର ଖେଳାଳି ଲୁଇସ ହାମିଲଟନ ଓ ଫୁଟବଲ ଜଗତର ମହାନ ତାରକା ଲିଓନ ମେସି ଲଉରିୟସ ବିଶ୍ବ ସ୍ପୋର୍ଟ୍ସମ୍ୟାନ ଅଫ ଦ ଇୟରର ଯୁଗ୍ମ ବିଜେତା ଭାବେ ଟ୍ରଫି ଭାଗ କରିଛନ୍ତି ।

ଲଉରିୟସ ଆୱାର୍ଡ: ହାମିଲଟନ ଓ ମେସି ଯୁଗ୍ମ ବିଜେତା
ତେବେ ମେସି 6ଥର ଫିଫା ବିଶ୍ବ ପ୍ଲେୟାର ଅଫ ଦ ଇୟର ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ସୋମବାର ବାର୍ଲିନରେ ଅନୁଷ୍ଠିତ ଏହି ଆୱାର୍ଡ ସେରିମନିରେ ମେସି ଉପସ୍ଥିତ ନଥିଲେ । ଏକ ଭିଡିଓ ମେସେଜ ମାଧ୍ୟମରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।