ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ ବକ୍ସିଂ ରାଣୀ ମେରୀ କମ । ପୁଅ ପ୍ରିନ୍ସ କମଙ୍କ ଜନ୍ମଦିନ ପାଇଁ ଗତକାଲି କେକ୍ ନେଇ ମେରୀଙ୍କ ଘରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ । ଜନ୍ମଦିନ ପାଳନ ସହ ପୁଅ ପ୍ରିନ୍ସଙ୍କୁ ଶୁଭେଚ୍ଛା ଜଣାଇଥିଲା ପୋଲିସ ।
ଦିଲ୍ଲୀ ପୋଲିସକୁ ମେରୀ କମଙ୍କ ଧନ୍ୟବାଦ - ଦିଲ୍ଲୀ ପୋଲିସକୁ ମେରୀ କମଙ୍କ ଧନ୍ୟବାଦ
ଦିଲ୍ଲୀ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ ବକ୍ସିଂ ରାଣୀ ମେରୀ କମ । ପୁଅ ପ୍ରିନ୍ସ କମଙ୍କ ଜନ୍ମଦିନ ପାଇଁ ଗତକାଲି କେକ୍ ନେଇ ମେରୀଙ୍କ ଘରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ ।
![ଦିଲ୍ଲୀ ପୋଲିସକୁ ମେରୀ କମଙ୍କ ଧନ୍ୟବାଦ Watch: Mary kom thanks Delhi police for making son's birthday 'special'](https://etvbharatimages.akamaized.net/etvbharat/prod-images/768-512-7202990-thumbnail-3x2-marrykom.jpg)
ଦିଲ୍ଲୀ ପୋଲିସକୁ ମେରୀ କମଙ୍କ ଧନ୍ୟବାଦ
ସେଥିପାଇଁ ଭାରତୀୟ ବକ୍ସିଂ ତାରକା ମେରୀ କମ ଦିଲ୍ଲୀ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ କୋରୋନା ବିରୋଧି ଲଢେଇରେ ନିରନ୍ତର କର୍ତ୍ତବ୍ୟ ସମ୍ପାଦନା କରୁଥିବା ପୋଲିସ କର୍ମଚାରୀଙ୍କୁ ଅସଲ କୋରୋନା ଯୋଦ୍ଧା ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ