ଓଡିଶା

odisha

ETV Bharat / sports

ସାକାର ହୋଇଛି ବାପାଙ୍କ ସ୍ବପ୍ନ: ଅର୍ଜୁନ ଆୱାର୍ଡ ବିଜେତା ସୁୟସ ଯାଦବ - କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ

ପାରା-ସୁଇମର ସୁୟସ ଯାଦବ, ସୁଟର ମନୁ ଭାକର, ଧାବିକା ଦୂତୀ ଚାନ୍ଦଙ୍କ ସମେତ 27ଜଣ ଆଥେଲେଟଙ୍କୁ ଅର୍ଜୁନ ପୁରସ୍କାର ମିଳିଛି ।

Watch: I fulfilled my father's dream, says Arjuna Awardee Suyash Jadhav
'ସାକାର ହୋଇଛି ବାପାଙ୍କ ସ୍ବପ୍ନ': ଅର୍ଜୁନ ଆୱାର୍ଡ ବିଜେତା ସୁୟସ ଯାଦବ

By

Published : Aug 29, 2020, 10:03 PM IST

ପୁନେ: ଇଣ୍ଡିଆନ ଷ୍ଟାର ପାରା-ସୁଇମର ସୁୟସ ଯାଦବଙ୍କୁ ମିଳିଛି ସମ୍ମାନଜନକ ଅର୍ଜୁନ ଆୱାର୍ଡ । ତେବେ ପୁରସ୍କାର ପାଇବା ପରେ, ପିତାଙ୍କ ସ୍ବପ୍ନ ସାକାର କରିଥିବା କହିଛନ୍ତି ସୁୟସ । ପାରା-ସୁଇମର ସୁୟସ ଯାଦବ, ସୁଟର ମନୁ ଭାକର, ଧାବିକା ଦୂତୀ ଚାନ୍ଦଙ୍କ ସମେତ 27ଜଣ ଆଥେଲେଟଙ୍କୁ ଅର୍ଜୁନ ପୁରସ୍କାର ମିଳିଛି ।

'ସାକାର ହୋଇଛି ବାପାଙ୍କ ସ୍ବପ୍ନ': ଅର୍ଜୁନ ଆୱାର୍ଡ ବିଜେତା ସୁୟସ ଯାଦବ

ଏକ ଅନୁନ୍ନତ ଓ ଗ୍ରାମାଞ୍ଚଳରୁ ଆସିଥିଲେ ମଧ୍ୟ ପରିବାରର ସହଯୋଗ ତଙ୍କୁ ସଫଳତା ଦେଇଛି ବୋଲି ୟୁୟସ କହିଛନ୍ତି । ଜାତୀୟ କ୍ରୀଡା ଦିବସରେ ଭର୍ଚୁଆଲ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ 60 ଜଣ ବିଜେତା ପୁରସ୍କାର ଗ୍ରହଣ କରିଥିଲେ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପସ୍ଥିତ ରହିଥିଲେ ।

'ସାକାର ହୋଇଛି ବାପାଙ୍କ ସ୍ବପ୍ନ': ଅର୍ଜୁନ ଆୱାର୍ଡ ବିଜେତା ସୁୟସ ଯାଦବ

ବେଙ୍ଗାଲୁରୁ, ସୋନିପତ, ପୁନେ, ଚଣ୍ଡିଗଡ, କୋଲକାତା, ଲକ୍ଷ୍ନୌ, ଦିଲ୍ଲୀ ମୁମ୍ବାଇ, ଭୋପାଳ, ହାଇଦ୍ରାବାଦ ଓ ଇଟ୍ଟାନଗରରେ ପୁରସ୍କାର ବିଜେତା ମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉପସ୍ଥିତ ରହିଥିଲେ । କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ଓ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଓ ଅନ୍ୟ ଅଧିକାରୀମାନେ ବିଜ୍ଞାନ ଭବନରେ ଉପସ୍ଥିତ ରହିଥିଲେ ।

'ସାକାର ହୋଇଛି ବାପାଙ୍କ ସ୍ବପ୍ନ': ଅର୍ଜୁନ ଆୱାର୍ଡ ବିଜେତା ସୁୟସ ଯାଦବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details