ସିଡନୀ:ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣରଙ୍କ ପତ୍ନୀ କାଣ୍ଡିସ ଆଗାମୀ ଟୋକିଓ ଅଲମ୍ପିକ ଗେମ୍ସରେ ବ୍ରଡକାଷ୍ଟର ଭୂମିକାରେ ନଜର ଆସିବେ ।
34 ବର୍ଷୀୟ କାଣ୍ଡିସ, SAS ଅଷ୍ଟ୍ରେଲିଆ ଟେଲିଭିଜନ ସିରିଜର ଅନ୍ୟତମ ଷ୍ଟାର । ଅଲମ୍ପିକ୍ସରେ ପୁରୁଷ ଓ ମହିଳା ତ୍ରିଆଥଲନସ ଓ ଓପନ ୱାଟର ସୁଇମିଂ ଇଭେଣ୍ଟରେ କମେଣ୍ଟ୍ରି କରିବେ ।