ହାଇଦ୍ରାବାଦ: ଟୁର୍ ଡି ଫ୍ରାନ୍ସ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ । କୋରାନା ଭାଇରସର ଆତଙ୍କ ଯୋଗୁଁ ନିର୍ଦ୍ଧାରିତ ସମୟରେ ହୋଇପାରିବ ନାହିଁ ଏହି ରେସ୍ । ବିଶ୍ବର ଲୋକପ୍ରିୟ ସାଇକେଲିଂ ରେସକୁ ସ୍ଥଗିତ କରାଯାଇଛି । ତେବେ ଚଳିତ ବର୍ଷ 29 ଅଗଷ୍ଟରୁ 20ସେପ୍ଟେମ୍ବର ମଧ୍ୟରେ ଆୟୋଜିତ ହେବାର ଆଶା ରହିଛି ।
ସାଇକେଲିଂ ରେସ୍: ଟୁର୍ ଡି ଫ୍ରାନ୍ସ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ
କୋରୋନା ଭାଇରସର ଆତଙ୍କ । ଏନେଇ ଟୁର୍ ଡି ଫ୍ରାନ୍ସ ସାଇକେଲିଂ ରେସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି । ଅଧିକ ପଢ଼ନ୍ତୁ...
ସାଇକଲିଂ ରେସ୍: ଟୁର୍ ଡି ଫ୍ରାନ୍ସ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ
ସୂଚନାଥାଉକି, ଟୁର ଡି ଫ୍ରାନ୍ସ 27 ଜୁନକୁ ନିସ ସହରରେ ଆୟୋଜିତ ହେବା ନେଇ ନିର୍ଦ୍ଧାରିତ ହୋଇଥିଲା ।
Last Updated : Apr 16, 2020, 10:34 PM IST