ଟୋକିଓ:ଚଳିତ ଟୋକିଓ ଅଲମ୍ପିକରେ କୁସ୍ତିରେ ଭାରତକୁ ଆଉଏକ ପଦକ ଆଶାଦେଲେ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ପୁରୁଷ ୬୫ କିଲୋଗ୍ରାମ ଫ୍ରୀଷ୍ଟାଇଲ କୁସ୍ତି ବର୍ଗରେ କାର୍ଗିଜସ୍ତାନର ଏମାଜର ଏକମାଟାଲିଏବଙ୍କୁ ପ୍ରଥମରାଉଣ୍ଡରେ ହରାଇଲେ ବଜରଙ୍ଗ । ଏଥିସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
Tokyo Olympics: ବଢିଲା ପଦକ ଆଶା, କୁସ୍ତି କ୍ବାର୍ଟର-ଫାଇନାଲରେ ବଜରଙ୍ଗ ପୁନିଆ - ଟୋକିଓ ଅଲମ୍ପିକ ୨୦୨୧
ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କାର୍ଗିଜସ୍ତାନର ଏମାଜର ଏକମାଟାଲିଏବଙ୍କୁ ପ୍ରଥମରାଉଣ୍ଡରେ ହରାଇ କ୍ବାର୍ଟରକ ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...
![Tokyo Olympics: ବଢିଲା ପଦକ ଆଶା, କୁସ୍ତି କ୍ବାର୍ଟର-ଫାଇନାଲରେ ବଜରଙ୍ଗ ପୁନିଆ Tokyo Olympics: Bajrang Punia beats Krygyzstan's Akmataliev, enters quarterfinals](https://etvbharatimages.akamaized.net/etvbharat/prod-images/768-512-12688697-thumbnail-3x2-punia.jpg)
Tokyo Olympics: ବଢିଲା ପଦକ ଆଶା, କୁସ୍ତି କ୍ବାର୍ଟର-ଫାଇନାଲରେ ବଜରଙ୍ଗ ପୁନିଆ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ