ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍ରେ ପଦକ ଦୌଡରେ ରହିଛନ୍ତି ଯୁବ ଭାରତୀୟ ମହିଳା ଗଲ୍ଫର ଅଦିତି ଅଶୋକ । ମହିଳା ବ୍ୟକ୍ତିଗତ ବର୍ଗର ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ ୩ ରେ ଅଦିତି ଜବରଦସ୍ତ ପ୍ରଦର୍ଶନ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
Tokyo Olympics: ପଦକ ଦୌଡରେ ଗଲ୍ଫର ଅଦିତି ଅଶୋକ - ଅଦିତି ଅଶୋକ
ଟୋକିଓ ଅଲମ୍ପିକ୍ରେ ପଦକ ଦୌଡରେ ରହିଛନ୍ତି ଯୁବ ଭାରତୀୟ ମହିଳା ଗଲ୍ଫର ଅଦିତି ଅଶୋକ । ଅଧିକ ପଢନ୍ତୁ...
![Tokyo Olympics: ପଦକ ଦୌଡରେ ଗଲ୍ଫର ଅଦିତି ଅଶୋକ Tokyo Olympics: Aditi Ashok eyes a podium finish as golfer stands 2nd at the end of Rd 3](https://etvbharatimages.akamaized.net/etvbharat/prod-images/768-512-12690625-thumbnail-3x2-aditi-ashok.jpg)
Tokyo Olympics: ପଦକ ଦୌଡରେ ଗୋଲ୍ଫର ଅଦିତି ଅଶୋକ
୨୩ ବର୍ଷୀୟା ଅଦିତି ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପଛରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତେବେ ଅଦିତିଙ୍କ ଠାରୁ ଜଣେ ଅଷ୍ଟ୍ରେଲୀୟ, ଜଣେ ଜାପାନିଜ ଓ ଜଣେ ଡାନିସ ଗଲଫର ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ଯୁବ ମହିଳା ଗଲଫର ତୃତୀୟ ରାଉଣ୍ଡରେ ୬୮(-3) ପଏଣ୍ଟ ସହ ତୃତୀୟ ଦିନ ଶେଷ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ