ଓଡିଶା

odisha

ETV Bharat / sports

ସୁଟିଂ ବିଶ୍ବକପ: 25 ମିଟର ପିସ୍ତଲ ଇଭେଣ୍ଟରେ ଭାରତୀୟ ଟିମକୁ ରୌପ୍ୟ

ଆଇଏସଏସଏଫ ସୁଟିଂ ବିଶ୍ବକପରେ 25 ମିଟର ପିସ୍ତଲ ଇଭେଣ୍ଟରେ ପୁରୁଷ ବିଭାଗରେ ଭାରତକୁ ରୌପ୍ୟ ପଦକ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ...

By

Published : Mar 28, 2021, 12:37 PM IST

The Indian team won silver 25m rapid fire pistol event issf world cup in newdelhi
ସୁଟିଂ ବିଶ୍ବକପ: 25 ମିଟର ପିସ୍ତଲ ଇଭେଣ୍ଟରେ ଭାରତୀୟ ଟିମକୁ ରୌପ୍ୟ

ନୂଆଦିଲ୍ଲୀ:ଆଇଏସଏସଏଫ ସୁଟିଂ ବିଶ୍ବକପରେ 25 ମିଟର ପିସ୍ତଲ ଇଭେଣ୍ଟରେ ପୁରୁଷ ବିଭାଗରେ ଭାରତକୁ ରୌପ୍ୟ ପଦକ ବିଜୟ ହାସଲ କରିଛି ।

ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ଆଇଏସଏସଏଫ ସୁଟିଂ ବିଶ୍ବକପ । ଏହି ବିଶ୍ବକପର 25 ମିଟର ର୍ୟାପିଡ ଫାୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ଟିମକୁ ରୌପ୍ୟ ପଦକ ମିଳିଛି । ଏହି ଟିମରେ ବିଜୟବୀର ସିଦ୍ଧୁ, ଗୁରପ୍ରୀତ ସିଂହ ଓ ଆଦର୍ଶ ସଂହ ଭାଗ ନେଇଥିଲେ ।

@ANI

ABOUT THE AUTHOR

...view details