ଓଡିଶା

odisha

ETV Bharat / sports

ସୁଟିଂରେ ସ୍ବର୍ଣ୍ଣ ଜିତିଲେ ଓଡିଆ ଝିଅ ଶ୍ରୀୟଙ୍କା - liberation grandpix

ଚେକ୍ ରିପବ୍ଲିକରେ ଚାଲିଥିବା 50ତମ ଲିବରେସନ ଗ୍ରାଣ୍ଡପିକ୍ସ ସୁଟିଂ ପ୍ରତିଯୋଗିତାରେ ଓଡିଶାର ଶ୍ରୀୟଙ୍କା ଷଡଙ୍ଗୀଙ୍କ ସହ ଗଗନ ନାରଙ୍ଗ ସ୍ବର୍ଣ୍ଣପଦକ ଜିତିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ୍ ମିଡିଆ

By

Published : May 9, 2019, 5:17 PM IST

ଭୁବନେଶ୍ବର: ଚେକ୍ ରିପବ୍ଲିକରେ ଚାଲିଥିବା 50ତମ ଲିବରେସନ ଗ୍ରାଣ୍ଡପିକ୍ସ ସୁଟିଂ ପ୍ରତିଯୋଗିତାରେ ଓଡିଶାର ଶ୍ରୀୟଙ୍କାଙ୍କ ଷଡଙ୍ଗୀଙ୍କ ସହ ଗଗନ ନାରଙ୍ଗ ସ୍ବର୍ଣ୍ଣପଦକ ଜିତିଛନ୍ତି । ଉଭୟ 10 ମିଟର ଏୟାର ରାଇଫଲ ମିକ୍ସଡ୍ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି ।

ଗତକାଲି ଶ୍ରୀୟଙ୍କା ନାରଙ୍ଗଙ୍କୁ ସାଥୀକରି 50ମିଟର ମିକ୍ସଡ୍ ରାଇଫଲ ବିଭାଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅନନ୍ୟ ସଫଳତା ପାଇଁ ଶ୍ରୀୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details