ନୂଆଦିଲ୍ଲୀ: ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର । କ୍ରୀଡା ମନ୍ତ୍ରଣାଳୟ ରବିବାର ଦିନ ଏହି ନିଷ୍ପତ୍ତି ନେଇଛି ।
ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର
ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର । କ୍ରୀଡା ମନ୍ତ୍ରଣାଳୟ ରବିବାର ଦିନ ଏହି ନିଷ୍ପତ୍ତି ନେଇଛି ।
ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର
ସାଇ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଦେଶର ଖେଳାଳିଙ୍କ ସାମ୍ନାରେ ଏହି ପଦକ୍ଷେପ ନିଆ ଯାଇଛି ।
ଏହି ଅବସରରେ କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ କହିଛନ୍ତି ଯେ, ଦେଶର କ୍ରୀଡାର ବିକାଶ ପାଇଁ ଆମର ଖେଳାଳିଙ୍କ ସମ୍ମାନ ନିହାତି ଜରୁରୀ । ଏହା ଦ୍ବାରା ଯୁବପିଢୀ କ୍ରୀଡାରେ ନିଜର କ୍ୟାରିୟରକୁ ଆପେଣାଇବା ପାଇଁ ପ୍ରେରିତ ହେବେ ।