ଓଡିଶା

odisha

ETV Bharat / sports

ଋଷିଆ ଭାରୋତ୍ତୋଳକ ଡେମାନୋଭ ଡୋପିଂ ଟେଷ୍ଟରେ ଫେଲ, ଅନିର୍ଦ୍ଧିଷ୍ଟ କାଳ ପାଇଁ ନିଲମ୍ବିତ - Russian weightlifter Andrei Demanov s

2ଥର ୟୁରୋପୀୟ ଚମ୍ପିଆନ ଋଷିଆ ଭାରୋତ୍ତୋଳକ ଆନ୍ଦ୍ରେଇ ଡେମାନୋଭ ପ୍ରତିବନ୍ଧକ ଷ୍ଟେରୟଡ ସେବନ କରି ନିଲମ୍ବିତ ହୋଇଛନ୍ତି ।

ଋଷିଆ ଭାରୋତ୍ତୋଳକ ଡେମାନୋଭ ଡୋପିଂ ଟେଷ୍ଟରେ ଫେଲ, ଅନିର୍ଦ୍ଧିଷ୍ଟ କାଳ ପାଇଁ ନିଲମ୍ବିତ
ଋଷିଆ ଭାରୋତ୍ତୋଳକ ଡେମାନୋଭ ଡୋପିଂ ଟେଷ୍ଟରେ ଫେଲ, ଅନିର୍ଦ୍ଧିଷ୍ଟ କାଳ ପାଇଁ ନିଲମ୍ବିତ

By

Published : Jul 9, 2020, 9:28 AM IST

ହାଇଦ୍ରାବାଦ: 2ଥର ୟୁରୋପୀୟ ଚମ୍ପିଆନ ରୁଷିଆ ଭାରୋତ୍ତୋଳକ ଆନ୍ଦ୍ରେଇ ଡେମାନୋଭ ପ୍ରତିବନ୍ଧକ ଷ୍ଟେରୟଡ ସେବନ କରି ଅସ୍ଥାୟୀ ଭାବେ ନିଲମ୍ବିତ ହୋଇଛନ୍ତି । ଅନ୍ତରାଷ୍ଟ୍ରୀୟ ଭାରୋତ୍ତୋଳନ ମହାସଂଘ(ଆଇଡବ୍ଲୁଏଫ) କହିଛି ଯେ, ଡେମାନୋଭ ଏନାବୋଲିକ ଷ୍ଟେରୟଡ ଡିଏଚସିଏମଟି ସେବନ କରିଥିବା ପ୍ରମାଣ ମିଳିଛି ।

ଏହାକୁ ଟୁରିନାବୋଲ ଭାବେ ଭାରୋତ୍ତୋଳକ ଓ ଅନ୍ୟ ଖେଳାଳି ଏହାର ବ୍ୟବହାର କରିଥାନ୍ତି । ଡେମାନୋଭଙ୍କ ଶୃଙ୍ଖଳାଗତ ଶୁଣାଣି ହେବ । ଏହା ପୂର୍ବରୁ ଡେମାନୋଭ 2013ଲଣ୍ଡନ ଅଲମ୍ପିକରେ ଟୁରିନାବୋଲ ସେବନ କରିଥିବାରୁ 2016ରେ 2ବର୍ଷ ପାଇଁ ପ୍ରତିବନ୍ଧକ ଲାଗିଥିଲା । ସେହି ସମୟରେ ସେ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନଥିଲେ ।

ABOUT THE AUTHOR

...view details