ଓଡିଶା

odisha

ଏଲବୃସ ବେସ କ୍ୟାମ୍ପରେ ଓଡିଆ ଝିଅ ଲିପିକା ସେଠ

By

Published : Oct 2, 2019, 11:24 PM IST

ଏଲବ୍ରସ ବେସ କ୍ୟାମ୍ପରେ ପହଞ୍ଚିଲେ ଓଡିଆ ଝିଅ ଲିପିକା ସେଠ । ୟୁରୋପ ମହାଦେଶରେ ସର୍ବୋଚ୍ଚ ଶୃଙ୍ଗ ରୁଷିଆର ମାଉଣ୍ଟ ଏଲବୃସ ଆରେହଣ କରିଛନ୍ତି ଓଡ଼ିଶାର ଝିଅ ଲିପିକା ।

ଏଲବୃସ ବେସ କ୍ୟାମ୍ପରେ ଓଡିଆ ଝିଅ ଲିପିକା ସେଟ୍‌

ଭୁବନେଶ୍ବର: ଏଲବ୍ରସ ବେସ କ୍ୟାମ୍ପରେ ପହଞ୍ଚିଲେ ଓଡିଆ ଝିଅ ଲିପିକା ସେଟ୍‌ । ୟୁରୋପ ମହାଦେଶରେ ସର୍ବୋଚ୍ଚ ଶୃଙ୍ଗ ରୁଷିଆର ମାଉଣ୍ଟ ଏଲବୃସ ଆରେହଣ କରିଛନ୍ତି ଓଡ଼ିଶାର ଝିଅ ଲିପିକା । ଶୃଙ୍ଗ ଉଚ୍ଚତା ରହିଛି 5644 ମିଟର । ଆଉ ଦୁଇରୁ ତିନି ଦିନ ଭିତରେ ଏହି ଆରେହଣକୁ ସଂପୂର୍ଣ୍ଣ କରିବେ ବୋଲି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଆଗରୁ ସେ ସାଉଥ ଆଫ୍ରିକାର କିଲିମାଂଜାରେ ଶୃଙ୍ଗ ମଧ୍ୟ ଆରେହଣ କରିଥିଲେ ଲିପିକା । ତାଙ୍କ ଜନ୍ମ ମାଟି ବରଗଡ଼ ଜିଲ୍ଲା । ତେବେ ମଙ୍ଗଳବାର ସେ ମାଉଣ୍ଟ ଏଲବୃସରେ ପହଞ୍ଚିବା ପରେ ଆଜି(ବୁଧବାର) ସେଠାରୁ ଇଟିଭି ଭାରତକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details