ନ୍ୟୁୟର୍କ: କ୍ରିକେଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ରୀଡା ଇଭେଣ୍ଟରେ କଣ୍ଟା ସାଜିଛି ମହାମାରୀ କୋରୋନା । ପୂର୍ବରୁ ଏକାଧିକ କ୍ରୀଡା ଇଭେଣ୍ଟ ଏହି ଭାଇରସ ଭୟ ଯୋଗୁଁ ପ୍ରଭାବିତ ହୋଇଛି । ସଦ୍ୟ ସୂଚନା ଅନୁଯାୟୀ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ(NCA) ଏହାର ଆଗାମୀ ସିଜନକୁ ବାତିଲ କରିଛି ।
ଜଣେ ବାସ୍କେଟବଲ ଖେଳାଳି COVID-19 ପ୍ରାଥମିକ ପରୀକ୍ଷାରେ ପଜିଟିଭି ଥିବା ଜଣାପଡିଛି ।