ଓଡିଶା

odisha

By

Published : Jan 2, 2020, 3:20 PM IST

ETV Bharat / sports

ନାଡାର ନଜର ଖେଳାଳିଙ୍କ ଉପରେ

2020 ବର୍ଷ ପାଇଁ ନାଡା ପ୍ରସ୍ତୁତ କରିଛି ରୋଡମ୍ୟାପ । ଅନ୍ତରାଷ୍ଟ୍ରୀୟ ସହିତ ପ୍ରମୁଖ ଖେଳମାନଙ୍କରେ ଡୋପଟେଷ୍ଟ କରିବାର ଧ୍ୟାନ କେନ୍ଦ୍ରିତ କରିଛି ନାଡା ।

nada
nada

ହାଇଦ୍ରାବାଦ: ନାଡା ଗୁରୁବାର ଦିନ 2020 ବର୍ଷ ପାଇଁ ରୋଡମ୍ୟାପ ସେୟାର କରିଛନ୍ତି । ଚଳିତବର୍ଷ ଆଥଲେଟଙ୍କ ପାଇଁ ବ୍ୟସ୍ତତାପୂର୍ଣ୍ଣ ବର୍ଷ ରହିବ । କାରଣ ଚଳିତବର୍ଷ 2020 ଅଲମ୍ପିକ ଆୟୋଜିତ ହେଉଛି। ଏଥିସହ ଆହୁରି ଅନେକ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜିତ ହେବ ।

ନାଡା ଟ୍ବିଟ


ତେଣୁ ନାଡାର ନଜର ଖେଳାଳିଙ୍କ ଉପରେ ରହିବ । ନାଡା ରାଷ୍ଟୀୟ, ଅନ୍ତରାଷ୍ଟ୍ରୀୟ ସହିତ ପ୍ରମୁଖ ଖେଳମାନଙ୍କରେ ଡୋପଟେଷ୍ଟ କରିବାର ଧ୍ୟାନ କେନ୍ଦ୍ରିତ କରିଛି ।

ନାଡା ଟ୍ବିଟ

ଆହୁରି କହିଛି ଖେଳାଳିମାନେ ନିଜର ଦେଶ ହିତରେ କାମ କରିବେ । ସେମାନଙ୍କ ଭଲ ସ୍ବାସ୍ଥ୍ୟ ଓ ସଫଳତା ମିଳୁ । ନୂତନବର୍ଷର ଅଭିନନ୍ଦନ ।

ABOUT THE AUTHOR

...view details