ଓଡିଶା

odisha

72ତମ ଗଣତନ୍ତ୍ର ଦିବସରେ 7 ଖେଳାଳିଙ୍କୁ ପଦ୍ମଶ୍ରୀ ସମ୍ମାନ

By

Published : Jan 25, 2021, 11:01 PM IST

ଭେଟେରାନ ଟେବୁଲ ଟେନିସ ଖେଳାଳି ମଉମା ଦାସଙ୍କ ସମେତ 7 ଜଣ କ୍ରୀଡାବିତଙ୍କୁ ଭାରତ ସରକାର ସମ୍ମାନଜନକ ପ୍ରଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବେ । ଅଧିକ ପଢନ୍ତୁ...

Mouma Das, Sudha Singh among 7 sportspersons awarded Padma Shri
72ତମ ଗଣତନ୍ତ୍ର ଦିବସରେ 7 ଖେଳାଳିଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ମଙ୍ଗଳବାର ଦେଶ ପାଳିବ 72ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଭେଟେରାନ ଟେବୁଲ ଟେନିସ ଖେଳାଳି ମଉମା ଦାସଙ୍କ ସମେତ 7 ଜଣ କ୍ରୀଡାବିତଙ୍କୁ ଭାରତ ସରକାର ସମ୍ମାନଜନକ ପ୍ରଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବେ ।

ଅନ୍ୟ ଖେଳାଳିଙ୍କ ମଧ୍ୟରେ ପି ଅନିଥା, ମାଧବାନ ନମ୍ବିଆର, ସୁଦ୍ଧା ହରି ନାରାୟଣ ସିଂ ଓ ବିରେନ୍ଦ୍ର ସିଂ, ଅଂଶୁ ଜାମସେନପା ଓ କେୟା ଭେଙ୍କଟେଶ ଚଳିତ ବର୍ଷ ଏହି ସମ୍ମାନଜନକ ସମ୍ମାନରେ ସମ୍ମାନିତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details