ନୂଆଦିଲ୍ଲୀ: ଭାରଉତ୍ତୋଳନରେ ଆଉ ଦୁଇ ଭାରତୀୟ ଖେଳାଳିଙ୍କୁ ମିଳିଲା ଟୋକିଓ ଟିକେଟ । ମୀରାବାଇ ଚାନୁ ଓ ଜେରେମି ଲାଲ୍ରିନ୍ନୁଙ୍ଗା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏନେଇ ଭାରତୀୟ ଭାରଉତ୍ତୋଳନ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି ।
ଟୋକିଓ ଅଲମ୍ପିକ ଟିକେଟ ହାତେଇଲେ ମୀରାବାଇ ଚାନୁ-ଜେରେମି ଲାଲ୍ରିନ୍ନୁଙ୍ଗା - ଜେରେମି ଲାଲ୍ରିନ୍ନୁଙ୍ଗା ଟୋକିଓ ଅଲମ୍ପିକ ଟିକେଟ
ଭାରଉତ୍ତୋଳନରେ ଆଉ ଦୁଇ ଭାରତୀୟ ଖେଳାଳିଙ୍କୁ ମିଳିଲା ଟୋକିଓ ଟିକେଟ । ମୀରାବାଇ ଚାନୁ ଓ ଜେରେମି ଲାଲ୍ରିନ୍ନୁଙ୍ଗା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏନେଇ ଭାରତୀୟ ଭାରଉତ୍ତୋଳନ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି ।

ଟୋକିଓ ଅଲମ୍ପିକ ଟିକେଟ ହାତେଇଲେ ମୀରାବାଇ ଚାନୁ-ଜେରେମି ଲାଲ୍ରିନ୍ନୁଙ୍ଗା
ଅନ୍ତର୍ଜାତୀୟ ଭାରଉତ୍ତୋଳନ ଫେଡେରେସନ ମାନ୍ୟତା ତାଲିକାରେ ଶ୍ରେଷ୍ଠ 8ଜଣ ଭାରଉତ୍ତୋଳନକାରୀ ଯୋଗ୍ୟତା ଅର୍ଜନ କରିବାା ନେଇ ନିୟମ ରହିଛି । ମୀରାବାଇ ଚାନୁ ତାଲିକାର 8ମ ସ୍ଥାନରେ ରହିଛନ୍ତି । ଜେରେମି ଲାଲ୍ରିନ୍ନୁଙ୍ଗା ତାଲିକାର 2ୟ ସ୍ଥାନରେ ରହିଛନ୍ତି ।
ଲକଡାଉନରେ ପ୍ରସ୍ତୁତି ନେଇ କୌଣସି ଅସୁବିଧା ନଥିବା କହିବା ସହ, NIS ପଟିଆଲାରେ ଆଥଲେଟ ସୁରକ୍ଷିତ ଓ ସୁସ୍ଥ ରହିଥିବା ଭାରତୀୟ ଭାରଉତ୍ତୋଳନ ଫେଡେରେସନ ସଭାପତି ସହଦେବ ଯାଦବ କହିଛନ୍ତି ।