ହାଇଦ୍ରାବାଦ: ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବ କପ ଖେଳାଯିବ । ମୋଟ୍ ୧୬ଟି ଟିମକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍ରେ ୪ଟି ଲେଖାଏଁ ଟିମ ରହିଛନ୍ତି । ପୁଲ Dରେ ଭାରତ ସ୍ଥାନ ପାଇଛି । ପୁଲ୍ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି । ଭାରତ ସହ ପୁଲ୍ D'ରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍ରେ ଥିବା କୁହାଯାଉଛି । ଫଳରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି ।
ପୁଲ A
ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଆର୍ଜେଣ୍ଟିନା
ପୁଲ B
ବେଲଜିୟମ, ଜାପାନ, କୋରିଆ, ଜର୍ମାନୀ
ପୁଲ C
ନେଦରଲାଣ୍ଡ, ଚିଲି, ମାନେସିଆ, ନ୍ୟୁଜିଲାଣ୍ଡ
ପୁଲ D
ଭାରତ, ୱେଲ୍ସ, ସ୍ପେନ, ଇଂଲଣ୍ଡ
ହକି ବିଶ୍ବକପ ଖେଳସୂଚୀ
13/01/2023 - ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ଭୁବନେଶ୍ବର- 1 PM
13 / 01/2023 - ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ - ଗ୍ରୁପ୍ A -ଭୁବନେଶ୍ବର- 3 PM
13 / 01/2023 - ଇଂଲଣ୍ଡ ବନାମ ୱେଲ୍ସ - ଗ୍ରୁପ୍ D - ରାଉରକେଲା - 5 PM
13/01/2023 - ଭାରତ ବନାମ ସ୍ପେନ୍ - ଗ୍ରୁପ୍ D - ରାଉରକେଲା - 7 PM
14/01/2023 - ନ୍ୟୁଜିଲ୍ୟାଣ୍ଡ ବନାମ ଚିଲି - ଗ୍ରୁପ୍ C - ରାଉରକେଲା - 1 PM
14/01/2023 - ନେଦରଲ୍ୟାଣ୍ଡ ବନାମ ମାଲେସିଆ - ଗ୍ରୁପ୍ C - ରାଉରକେଲା - ଅପରାହ୍ନ 3 ଟା
14/01/2023 - ବେଲଜିୟମ୍ ବନାମ କୋରିଆ - ଗ୍ରୁପ୍ B - ଭୁବନେଶ୍ବର - 5PM
14/01/2023 - ଜର୍ମାନୀ ବନାମ ଜାପାନ - ଗ୍ରୁପ୍ B - ଭୁବନେଶ୍ବର - 7 PM
15/01/2023 - ସ୍ପେନ୍ ବନାମ ୱେଲ୍ସ - ଗ୍ରୁପ୍ D - ରାଉରକେଲା - 5 PM
15/01/2023 - ଇଂଲଣ୍ଡ ବନାମ ଭାରତ - ଗ୍ରୁପ୍ D - ରାଉରକେଲା - 7 PM
16/01/2023 - ମାଲେସିଆ ବନାମ ଚିଲି - ଗ୍ରୁପ୍ C - ରାଉରକେଲା - 1 PM
16/01/2023 - ନ୍ୟୁଜିଲ୍ୟାଣ୍ଡ ବନାମ ନେଦରଲ୍ୟାଣ୍ଡ - ଗ୍ରୁପ୍ C - ରାଉରକେଲା - 3 PM
16 / 01/2023 - ଫ୍ରାନ୍ସ ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ଭୁବନେଶ୍ବର - 5 PM
16/01/2023 - ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ - ଗ୍ରୁପ୍ A - ଭୁବନେଶ୍ବର - 7 PM
17/01/2023 - କୋରିଆ ବନାମ ଜାପାନ - ଗ୍ରୁପ୍ B - ଭୁବନେଶ୍ବର - 5 PM
17/01/2023 - ଜର୍ମାନୀ ବନାମ ବେଲଜିୟମ - ଗ୍ରୁପ୍ B - ଭୁବନେଶ୍ବର - 7 PM