ହାଇଦ୍ରାବାଦ: ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସା କରିଛନ୍ତି । ଚଳିତ ଦୀପାବଳିରେ ଭାରତୀୟ ମହିଳାଙ୍କ ସଫଳତା ଓ ଶସକ୍ତିକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ କ୍ରୀଡାମନ୍ତ୍ରୀ କିରେଣ ରିଜ୍ଜୁ ଟ୍ବିଟ କରିଥିଲେ ।
ମୋଦିଙ୍କ ମହିଳା ଶସକ୍ତିକରଣ ବାର୍ତ୍ତାକୁ ମନିକାଙ୍କ ପ୍ରଂଶସା - Modi's effort to empower women
ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସା କରିଛନ୍ତି ।

ଡିଜାଇନ ଫଟୋ
ଏହାପରେ ଦୀପାବଳିରେ ପ୍ରଧାନମନ୍ତ୍ରୀଙ୍କ 'ଭାରତର ଲକ୍ଷ୍ମୀ'କୁ ମନିକା ପ୍ରଂଶସା କରିଛନ୍ତି । ଏଥିସହିତ ଏହି ବାର୍ତ୍ତା ଭାରତୀୟ ମହିଳାଙ୍କୁ ସଫଳତା ପାଇଁ ଅଧିକ ସାହସ ଓ ପ୍ରେରଣା ଯୋଗାଇବ ବୋଲି ମନିକା ଟ୍ବିଟରେ ଲେଖିଛନ୍ତି ।