ଓଡିଶା

odisha

ଷଷ୍ଠଥର ବ୍ରିଟିଶ୍ ଗ୍ରାଁ ପ୍ରିକ୍ସ୍‌ ଟାଇଟଲ ଜିତିଲେ ଲୁଇସ୍‌ ହାମିଲଟନ୍

By

Published : Jul 15, 2019, 1:29 AM IST

ରବିବାର ଫର୍ମୁଲା -1ର ଫାଇନାଲରେ ଷଷ୍ଠଥର ବ୍ରିଟିଶ୍ ଗ୍ରାଁ ପ୍ରିକ୍ସ୍‌ ଟାଇଟଲ ହାତେଇଛନ୍ତି ଲୁଇସ୍‌ ହାମିଲଟନ୍ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସିଲଭରଷ୍ଟୋନ୍: ରବିବାର ଫର୍ମୁଲା -1ର ଫାଇନାଲରେ ଷଷ୍ଠଥର ବ୍ରିଟିଶ୍ ଗ୍ରାଁ ପ୍ରିକ୍ସ୍‌ ଟାଇଟଲ ହାତେଇଛନ୍ତି ଲୁଇସ୍‌ ହାମିଲଟନ୍ । 5ଥରର ଏହି ଡିପେଣ୍ଡିଂ ଚାମ୍ପିଅନ ମାତ୍ର 25 ସେକେଣ୍ଡ ବ୍ୟବଧାନରେ ତାଙ୍କ ପ୍ରତିଦ୍ବନ୍ଦୀ ଭାଲଟ୍ଟେରୀ ବୋଟ୍ଟାସଙ୍କଠାରୁ ଆଗରେ ରହି ଟାଇଟେଲ ହାତେଇଛନ୍ତି ।


ପ୍ରତିଯୋଗିତାରେ ଫେରାରିର ଚାର୍ଲ୍ଡ ଲେକଲର୍କ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଚାମ୍ପିଅନଶିପରେ ହାମିଲଟନ୍ 223 ପଏଣ୍ଟ ସହ ପ୍ରଥମ ଏବଂ ବୋଟ୍ଟାସ୍ 184 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ।

For All Latest Updates

ABOUT THE AUTHOR

...view details