ଓଡିଶା

odisha

ETV Bharat / sports

ଇଦର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ

ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।

Kiren rijiju extends greetings on EID-ul-Fitr
ଇଦର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ

By

Published : May 24, 2020, 2:42 PM IST

ନୂଆଦିଲ୍ଲୀ: ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଇଦ୍ ଅସରରରେ ସମସ୍ତଙ୍କୁ ଶୁଭେଚ୍ଛା । ଆଲ୍ଲା ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଆଣିଦିଅନ୍ତୁ ବୋଲି କିରେନ ରିଜିଜୁ ଟ୍ବିଟରେ ଲେଖିଛନ୍ତି । ଏଥସହିତ ଇଦ ମୁବାରକ ଲେଖିଛନ୍ତି ।

ଇଦ୍ ପର୍ବ ଆସନ୍ତାକାଲି ସାରାଦେଶରେ ପାଳନ ହେବ । ମାତ୍ର ଜାମ୍ମଉ କାଶ୍ମୀର ଓ କେରଳରେ ଆଜି ପାଳନ କରାଯାଉଛି । କୋରୋନା ଭାଇରସ ଲକଡାଉନ ଯୋଗୁଁ ଦିଲ୍ଲୀର ଜାମା ମସଜିଦର ସହି ଇମାମ, ସାୟଦ ଅହମ୍ମଦ ବୁଖାରି ସମସ୍ତଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଅପିଲ କରିଛନ୍ତି ।

ABOUT THE AUTHOR

...view details