ଓଡିଶା

odisha

ଖେଲୋ ଇଣ୍ଡିଆ: ଭାରୋତ୍ତୋଳନକୁ କବଜା କଲା ପଞ୍ଜାବ

By

Published : Mar 1, 2020, 10:54 AM IST

ଶନିବାର ଅନୁଷ୍ଠିତ ହୋଇଥିବା ଭାରଉତ୍ତୋଳନ ପ୍ରତିଯୋଗିତାର ବିଭିନ୍ନ କାଟୋଗୋରୀରେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୋପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି ପଞ୍ଜାବ ବିଶ୍ବବିଦ୍ୟାଳୟ । ଅଧିକ ପଢନ୍ତୁ...

khelo-india-university-games-punjab-captures-weightlifting
ଖେଲୋ ଇଣ୍ଡିଆ: ଭାରୋତ୍ତୋଳନକୁ କବଜା କଲା ପଞ୍ଜାବ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଭାରୋତ୍ତୋଳନରେ ଜବରଦସ୍ତ ପ୍ରଦର୍ଶନ କରିଛି ପଞ୍ଜାବର ବିଭିନ୍ନ ବିଶ୍ବବିଦ୍ୟାଳୟ । ଶନିବାର ଅନୁଷ୍ଠିତ ହୋଇଥିବା ଭାରଉତ୍ତୋଳନ ପ୍ରତିଯୋଗିତାର ବିଭିନ୍ନ କାଟୋଗୋରୀରେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୋପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି ପଞ୍ଜାବ ବିଶ୍ବବିଦ୍ୟାଳୟ ।

ଖେଲୋ ଇଣ୍ଡିଆ: ଭାରୋତ୍ତୋଳନକୁ କବଜା କଲା ପଞ୍ଜାବ

ତେବେ ପଦକ ବିଜୟୀ ପ୍ରତିଯୋଗୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details