ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ଆୟୋଜକ କିଟ୍ ବିଶ୍ବବିଦ୍ୟାଳୟକୁ ସଫଳତା । ରଗବୀ ଇଭେଣ୍ଟରେ ବାଜିମାତ କରିଛି ଓଡିଶାର ଏହି ବିଶ୍ବବିଦ୍ୟାଳୟ ।
ରଗବୀରେ ମହିଳା କିଟ୍ ବିଶ୍ବବିଦ୍ୟାଳୟର ଟିମ ସ୍ବର୍ଣ୍ଣ ପଦକ ବିଜେତା ହୋଇଛି । ପାଟଳିପୁତ୍ର ବିଶ୍ବବିଦ୍ୟାଳୟ, ପାଟନାକୁ 31-7ପଏଣ୍ଟରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଓଡିଶାର କିଟ୍ ବିଶ୍ବବିଦ୍ୟାଳୟ ।