ଓଡିଶା

odisha

ETV Bharat / sports

ଖେଲୋ ଇଣ୍ଡିଆ: ସନ୍ତରଣରେ କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟ ଚମ୍ପିଆନ - ଜୈନ ବିଶ୍ବବିଦ୍ୟାଳୟ଼

କଳିଙ୍ଗ ଷ୍ଟାଡିୟମରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସକାଳ 10ଟାରୁ ମହିଳା 4ଗୁଣା 200 ମିଟର ଫ୍ରି ଷ୍ଟାଇଲ ପ୍ରତିଯୋଗିତାର ଫାଇନାଲ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 7ଟି ଟିମ ଭାଗ ନେଇ ଥିବାବେଳେ କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟର ଛାତ୍ରୀମାନେ 9 ମିନିଟ 38 ସେକେଣ୍ଡ 11 ମିଲି ସେକେଣ୍ଡ ସମୟ ସହିତ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

khelo-india-university-game-jain-university-champion-at-swimming
ଖେଲୋ ଇଣ୍ଡିଆ: ସନ୍ତରଣରେ କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟ ଚମ୍ପିଆନ

By

Published : Feb 23, 2020, 3:10 PM IST

ଭୁବନେଶ୍ବର: ଓଡିଶାରେ ଆୟୋଜନ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ । ଗତକାଲି ଏହି ଖେଳର ଆନୁଷ୍ଠାନିକ ଭାବେ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ବେଳେ କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏହାର ବିଭିନ୍ନ କ୍ରୀଡା ଅନୁଷ୍ଠିତ ହେଉଛି ।

ଖେଲୋ ଇଣ୍ଡିଆ: ସନ୍ତରଣରେ କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟ ଚମ୍ପିଆନ

ଏହି କ୍ରମରେ କଳିଙ୍ଗ ଷ୍ଟାଡିୟମରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସକାଳ 10ଟାରୁ ମହିଳା 4ଗୁଣା 200 ମିଟର ଫ୍ରି ଷ୍ଟାଇଲ ପ୍ରତିଯୋଗିତାର ଫାଇନାଲ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 7ଟି ଟିମ ଭାଗ ନେଇ ଥିବା ବଳେ କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟର ଛାତ୍ରୀମାନେ 9 ମିନିଟ 38 ସେକେଣ୍ଡ 11 ମିଲି ସେକେଣ୍ଡ ସମୟ ସହିତ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତେବେ ଉକ୍ତ ଛାତ୍ରଛାତ୍ରୀମାନେ ହେଲେ ଧୃତି ମୁରଲୀଧର, ରହିଆ ସିଂ, ଭାବନା ଓ ନିକିତା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details