ଫାଟୋର୍ଦା(ଗୋଆ): ଇଣ୍ଡିଆନ ସୁପର ଲିଗ(ISL) ଫ୍ରାଞ୍ଚାଇଜ୍ ଓଡିଶା ଏଫସି ଶନିବାର କିନୋ ଗାର୍ସିଆଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍ ନିଯୁକ୍ତ କରିଛି । କିକୋ ରାମିରେଜଙ୍କ ସ୍ଥାନ ନେବେ ଗାର୍ସିଆ । ଭଲ ପ୍ରଦର୍ଶନ କରିବାକୁ ବିଫଳ ହେବାପରେ, ରାମିରେଜଙ୍କୁ ପଦରୁ ହଟାଇଥିଲା କ୍ଳବ୍ । ଚଳିତ ISLରେ ୧୦ଟି ମ୍ୟାଚ୍ରୁ ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଓଡିଶା ।
ଏହାମଧ୍ୟ ପଢନ୍ତୁ: ଭୁବନେଶ୍ୱରରେ ପହଞ୍ଚିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡାର କୁଇନ୍ସ ବାଟନ୍ ରିଲେ