ଓଡିଶା

odisha

ETV Bharat / sports

ଜୁଲାଇ 17ରେ ଅନ୍ତର୍ଜାତୀୟ ଅଲମ୍ପିକ କାର୍ଯ୍ୟନିବାହୀ କମିଟିର 136ତମ ଅଧିବେଶନ

ଜୁଲାଇ 17ରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଅଲମ୍ପିକ କାର୍ଯ୍ୟନିବାହୀ କମିଟିର 136ତମ ଅଧିବେଶନ । ତେବେ ଚଳିତ ଥର ମହାମାରୀ କୋରୋନା ଭାଇରସ ସଂକ୍ରମଣ କାରଣରୁ ଏହି ବୈଠକ ଅନଲାଇନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ।

IOC Exucative Board to hold Virtual session on july
ଜୁଲାଇ 17ରେ ଅନ୍ତର୍ଜାତୀୟ ଅଲମ୍ପିକ କାର୍ଯ୍ୟନିବାହୀ କମିଟିର 136ତମ ଅଧିବେଶନ

By

Published : May 15, 2020, 3:49 PM IST

ଲାଉସେନ: ଜୁଲାଇ 17ରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଅଲମ୍ପିକ କାର୍ଯ୍ୟନିବାହୀ କମିଟିର 136ତମ ଅଧିବେଶନ । ତେବେ ଚଳିତ ଥର ମହାମାରୀ କୋରୋନା ଭାଇରସ ସଂକ୍ରମଣ କାରଣରୁ ଏହି ବୈଠକ ଅନଲାଇନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହେବ । ଏହାର ପ୍ରସାରଣ ସୋସିଆଲ ମିଡିଆ ପେଜରେ ଉପଲବ୍ଧ ହେବ ।

ଏହି ନିଷ୍ପତି ଆଇଓସି କାର୍ଯ୍ୟନିବାହୀ ବୋର୍ଡ(EB) ବୈଠକରେ ସ୍ଥିର ହୋଇଛି । ଜୁନ 10, 15 ଓ ଜୁଲାଇ 22ରେ ଅନ୍ୟ ଆଇଓସି ବୈଠକ ମଧ୍ୟ ଅନୁଷ୍ଠିତ ହେବ ।

ମହାମାରୀ କୋରୋନା ଭାଇରସ ଯୋଗୁଁ ଚଳିତ ବର୍ଷ ହେବାକୁ ଥିବା ଅଲମ୍ପିକ ଗେମ୍ସକୁ 2021କୁ ଘୁଞ୍ଚାଇ ଦିଆଯାଇଛି । ତେବେ ଆସନ୍ତା ବର୍ଷ ମଧ୍ୟ ଆୟୋଜନ ନେଇ ଅନେକ ଆଶଙ୍କା ରହିଛି । ଫଳରେ ଏହି ଅଧିବେଶନରେ ଅଲମ୍ପିକ୍ସ ଗେମ୍ସର ଭାଗ୍ୟନେଇ ସ୍ପଷ୍ଟ ସୂଚନା ମିଳିବା ନେଇ ଆଶା କରାଯାଉଛି ।

ABOUT THE AUTHOR

...view details