ଓଡିଶା

odisha

ETV Bharat / sports

ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ପିତାଙ୍କ ସମେତ 6 କର୍ମଚାରୀ କୋରୋନା ପଜିଟିଭ

ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରାଙ୍କ ଘରେ ପାଦ ପକାଇଛି କୋରୋନା ଭାଇରସ । ପିତାଙ୍କ ସମେତ ଘରେ ରହି କାମ କରୁଥିବା 4କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ରହିଥିବା ଜଣାଇଛନ୍ତି ନରିନ୍ଦର ବାତ୍ରା ।

IOA chief Batra's father, 4 household staff test positive for COVID-19
ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ପିତାଙ୍କ ସମେତ 6କର୍ମଚାରୀ କୋରୋନା ପଜିଟିଭ

By

Published : May 29, 2020, 9:07 AM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରାଙ୍କ ଘରେ ପାଦ ପକାଇଛି କୋରୋନା ଭାଇରସ । ପିତାଙ୍କ ସମେତ ଘରେ ରହି କାମ କରୁଥିବା 4କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ରହିଥିବା ଜଣାଇଛନ୍ତି ନରିନ୍ଦର ବାତ୍ରା । ଏହି 4ଜଣଙ୍କ ମଧ୍ୟରରେ ଦୁଇଜଣ ସିକ୍ୟୁରିଟି ଗାର୍ଡ ଓ ଦୁଇଜଣ ପିତାଙ୍କ ଆଟେଣ୍ଟାଟ ରହିଛନ୍ତି ।

ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା

ଏଥିସହିତ ଅନ୍ୟ ଦୁଇଜଣ ନୂଆଦିଲ୍ଲୀ ଅଫିସ କର୍ମଚାରୀ ଓ ଫରିଦାବାଦ ଅଫିସ କର୍ମଚାରୀ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ନିଜର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବାତ୍ରା ସୂଚନା ଦେଇଛନ୍ତି ।

ପିତାଙ୍କ ସମେତ ପଜିଟିଭ ସମସ୍ତଙ୍କୁ ବାତ୍ରା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା କହିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details