ଓଡିଶା

odisha

ETV Bharat / sports

ଟୋକିଓ ଅଲମ୍ପିକ 2020: ଇଣ୍ଡୋନେସିଆର ମାତ୍ର 3 ଆଥଲେଟ - ଟୋକିଓ ଅଲମ୍ପିକ 2020 ଇଣ୍ଡୋନେସିଆ

2020 ଟୋକିଓ ଅଲମ୍ପିକ୍ସ ପାଇଁ ମାତ୍ର 3 ଜଣ ଆଥଲେଟଙ୍କୁ ପଠାଇବ ଇଣ୍ଡୋନେସିଆ । ଅଧିକ ପଢନ୍ତୁ...

2020 Olympic Games
ଟୋକିଓ ଅଲମ୍ପିକ 2020

By

Published : Dec 31, 2019, 5:55 AM IST

ଜାକର୍ତ୍ତା: 2020 ଟୋକିଓ ଅଲମ୍ପିକ୍ସ ପାଇଁ ମାତ୍ର 3 ଜଣ ଆଥଲେଟଙ୍କୁ ପଠାଇବ ଇଣ୍ଡୋନେସିଆ । ଏନେଇ ଇଣ୍ଡୋନେସିଆନ ଆଥଲେଟିକ୍ସ ଆସୋସିଏସନ(IAA)ର ଟ୍ରେନିଂ ମ୍ୟାନେଜର ମୁସ୍ତାରା ମୁସା ସୂଚନା ଦେଇଛନ୍ତି ।

20 ବର୍ଷିୟ ଲାଲୁ ମହମ୍ମଦ ଜୋହରି ଦୌଡରେ ଟୋକିଓ ଅଲମ୍ପିକ ଟିକେଟ ହାସଲ କରିଛନ୍ତି । ଇଣ୍ଟରନେସନାଲ ସ୍ପୋର୍ଟିଂ ଇଭେଣ୍ଟ 2019 ଗୋଲ୍ଡେନ ଗ୍ରାଣ୍ଡ ପ୍ରିକ୍ସ ଓସାକା ରେ ସଫଳ ପ୍ରଦର୍ଶନ କରି ଥିଲେ ଏହି ଯୁବ ଆଥଲେଟ । ସପ୍ବାତୁରହମନ ସାନାପି ପୁରୁଷ ଲଙ୍ଗ ଜମ୍ପ ଓ ଇମିଲିଆ ନୋଭା ମହିଳା 100 ମିଟର ହର୍ଡଲ ଇଭେଣ୍ଟରେ ଭାଗନେବେ । ଏହି 3 ଆଥଲେଟ ଟୋକିଓ ଅଲମ୍ପିକ 2020ରେ ଇଣ୍ଡୋନେସିଆର ପ୍ରତିନିଧିତ୍ବ କରିବେ ।

ABOUT THE AUTHOR

...view details