ଓଡିଶା

odisha

By

Published : Apr 23, 2020, 3:34 PM IST

ETV Bharat / sports

ଦ୍ବିତୀୟ ଥର ଅଲମ୍ପିକ୍ସ ଗେମ୍ ସ୍ଥଗିତ ଅସମ୍ଭବ: ଟୋକିଓ ସଭାପତି

ଦ୍ବିତୀୟ ଥର ଅଲମ୍ପିକ ଗେମ୍ ସମୟସୂଚୀରେ ପରିବର୍ତ୍ତନ ଅସମ୍ଭବ । ପରିବର୍ତ୍ତିତ ସମୟସୂଚୀ 2021 ଜୁଲାଇ 23 ରହିଛି । ଏଥିରେ ବିଳମ୍ବ ହୋଇପାରିବ ନାହିଁ । ଏହା କହିଛନ୍ତି ଟୋକିଓ 2020 ସଭାପତି ୟସିରୋ ମୋରି ।

Impossible to delay Olympics again, says Tokyo chief
ଦ୍ବିତୀୟ ଥର ଅଲମ୍ପିକ ଗେମ୍ ସ୍ଥଗିତ ଅସମ୍ଭବ: ଟୋକିଓ ସଭାପତି

ଟୋକିଓ: ଦ୍ବିତୀୟ ଥର ଅଲମ୍ପିକ ଗେମ୍ ସମୟସୂଚୀରେ ପରିବର୍ତ୍ତନ ଅସମ୍ଭବ । ପରିବର୍ତ୍ତିତ ସମୟସୂଚୀ 2021 ଜୁଲାଇ 23 ରହିଛି । ଏଥିରେ ବିଳମ୍ବ ହୋଇପାରିବ ନାହିଁ । ଏହା କହିଛନ୍ତି ଟୋକିଓ 2020 ସଭାପତି ୟସିରୋ ମୋରି ।

ପୂର୍ବରୁ ଅଲମ୍ପିକ୍ସକୁ 2ବର୍ଷ ଘୁଞ୍ଚାଇବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରାମର୍ଶ ଲୋଡିଥିଲେ ମୋରି । ତେବେ ସିଞ୍ଜୋ ଆବେ କେବଳ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ହୋଇପାରିବ କହିଥିଲେ ।

ଜାପାନର କୋବେ ବିଶ୍ବବିଦ୍ୟାଳୟର ସଂକ୍ରମଣ ରୋଗ ଫ୍ରେଫେସର କେନ୍ତାରୋ ଲୱାତା 2021ରେ ଅଲମ୍ପିକ ସମ୍ଭବ ହେବନାହିଁ ବୋଲି କହିଛନ୍ତି । ଏହାପରେ ଅଲମ୍ପିକ ଆୟୋଜନକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ABOUT THE AUTHOR

...view details