ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସକୁ ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି (IOC)ସଭାପତି ଥୋମାସ ବାଚଙ୍କ ବଡ ବୟାନ । 2021ରେ ଅଲମ୍ପିକ୍ସ ସମ୍ଭବ ନହେଲେ, ଏହାକୁ ବାତିଲ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
2021ରେ ଟୋକିଓ ଅଲମ୍ପିକ୍ସ ସମ୍ଭବ ନହେଲେ ହେବ ବାତିଲ: ଆଇଓସି ମୁଖ୍ୟ - ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି
ଟୋକିଓ ଅଲମ୍ପିକ୍ସକୁ ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି (IOC)ସଭାପତି ଥୋମାସ ବାଚଙ୍କ ବଡ ବୟାନ । 2021ରେ ଅଲମ୍ପିକ୍ସ ସମ୍ଭବ ନହେଲେ, ଏହାକୁ ବାତିଲ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
![2021ରେ ଟୋକିଓ ଅଲମ୍ପିକ୍ସ ସମ୍ଭବ ନହେଲେ ହେବ ବାତିଲ: ଆଇଓସି ମୁଖ୍ୟ If the Tokyo Olympics are not possible in 2021, it will be canceled: IOC chief](https://etvbharatimages.akamaized.net/etvbharat/prod-images/768-512-7289809-239-7289809-1590056767779.jpg)
2021ରେ ଟୋକିଓ ଅଲମ୍ପିକ୍ସ ସମ୍ଭବ ନହେଲେ ହେବ ବାତିଲ: ଆଇଓସି ମୁଖ୍ୟ
2020 ଜୁଲାଇ 24ରୁ ଆରମ୍ଭ ହେବାକୁଥିବା ଅଲମ୍ପିକ ଗେମକୁ କୋରୋନା ଭାଇରସ ଯୋଗୁଁ 2021କୁ ଘୁଞ୍ଚାଇ ଦିଆଯାଇଛି । ତେବେ ଏହି ଭାଇରସର ପ୍ରଭାବ ସଂପୂର୍ଣ୍ଣ କମ ନହେଲେ ଅଲମ୍ପିକ ଆୟୋଜନ ସମ୍ଭବ ନୁହେଁ ବୋଲି, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସଙ୍କେତ ଦେଇଛନ୍ତି । ଫଳରେ ଏହା ମେଗା ଇଭେଣ୍ଟର ଭାଗ୍ୟ ଏବେବି ଅସ୍ପଷ୍ଟ ରହିଛି ।
ଜାପାନରେ ଏଯାବତ ମୋଟ 17,100 ସହ ସଂକ୍ରମଣର ଶୀକାର ହୋଇଥିବାବେଳେ, 797 ଜଣ ପ୍ରାଣ ହରାଇଛନ୍ତି ।