ଭୁବନେଶ୍ବର: ଜୁନିୟର ମହିଳା ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଓମିକ୍ରନ ଯୋଗୁଁ ସ୍ଥଗିତ ହୋଇଥିବା ଏହି ବିଶ୍ବକପ ଏପ୍ରିଲ 1ରୁ 12 ତାରିଖ ଯାଏଁ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । 20 ଜଣିଆ ଦଳ ଏବଂ 5 ଜଣିଆ ଷ୍ଟାଣ୍ଡ ବାଏ ଖେଳାଳି ହକି ଇଣ୍ଡିଆ ପକ୍ଷରୁ ଘୋଷଣା । ସଲିମା ଟେଟେ ଅଧିନାୟକା, ଇସିକା ଚୌଧୁରୀ ଉପ-ଅଧିନାୟକା ନିଯୁକ୍ତ ହୋଇଛନ୍ତି ।
ଜୁନିୟର ମହିଳା ହକି ବିଶ୍ବକପ ଦଳରେ ଦୁଇ ଓଡିଆ - ଜୁନିୟର ମହିଳା ହକି ବିଶ୍ବକପ
ଜୁନିୟର ମହିଳା ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଓମିକ୍ରନ ଯୋଗୁଁ ସ୍ଥଗିତ ହୋଇଥିବା ଏହି ବିଶ୍ବକପ ଏପ୍ରିଲ 1ରୁ 12 ତାରିଖ ଯାଏଁ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଅଧିକ ପଢନ୍ତୁ
ଜୁନିୟର ମହିଳା ହକି ବିଶ୍ବକପ ଦଳରେ ଦୁଇ ଓଡିଆ
ଜୁନିୟର ମହିଳା ହକି ବିଶ୍ବକପ ଦଳରେ ଦୁଇ ଓଡ଼ିଆ । ଦଳରେ ସୁନ୍ଦରଗଡ଼ର ଦୁଇ ଖେଳାଳି ଜୀବନ କିଶୋରୀ ଟପୋ ଏବଂ ଆଜମିନା କୁଜୁର ସାମିଲଷ୍ଟାଣ୍ଡ ବାଏ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଏପ୍ରିଲ 2ରେ ୱେଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ