ଓଡିଶା

odisha

ETV Bharat / sports

ଏମିଲିୟା ରୋମାଗ୍ନା ଗ୍ରାଁ ପ୍ରି ଟାଇଟଲ ହାତେଇଲେ ହାମିଲଟନ

କ୍ୟାରିଅର 93ତମ ଟାଇଟଲ ଜିଣିଲେ ଲୁଇସ ହାମିଲଟନ । ରବିବାର ଦିନ ଇମୋଲା ସର୍କିଟରେ ସାନଦାର ପ୍ରଦର୍ଶନ କରି ଏମିଲିୟା ରୋମାଗ୍ନା ଗ୍ରାଁ ପ୍ରି ଟାଇଟଲ ନିଜ ନାଁରେ କରିଛନ୍ତି ।

By

Published : Nov 2, 2020, 1:41 PM IST

ଏମିଲିୟା ରୋମାଗ୍ନା ଗ୍ରାଁ ପ୍ରି  ଟାଇଟଲ ହାତେଇଲେ ହାମିଲଟନ
ଏମିଲିୟା ରୋମାଗ୍ନା ଗ୍ରାଁ ପ୍ରି ଟାଇଟଲ ହାତେଇଲେ ହାମିଲଟନ

ଇମୋଲା: ଲୁଇସ ହାମିଲଟନ ରବିବାର ଦିନ ଇମୋଲା ସର୍କିଟରେ ସାନଦାର ପ୍ରଦର୍ଶନ କରି ଏମିଲିୟା ରୋମାଗ୍ନା ଗ୍ରାଁ ପ୍ରି ଟାଇଟଲ ନିଜ ନାଁରେ କରିଛନ୍ତି । ଏହା ତାଙ୍କ କ୍ୟାରିଅର 93ତମ ଟାଇଟଲ । ଏଥସହ ତାଙ୍କର ମର୍ସିଡିଜ୍‌ ଟିମ କ୍ରମାଗତ ସପ୍ତମ କନଷ୍ଟ୍ରକ୍ଟର ଟାଇଟଲ୍‌ ହାସଲ କରିଛନ୍ତି । ଏପରି ବ୍ୟାକ ଟୁ ବ୍ୟାକ 7ଟି ଟାଇଟଲ ଜିଣିଥିବା ପ୍ରଥମ ଦଳ ଭାବେ ରେକର୍ଡ କରିଛି ମର୍ସିଡିଜ୍‌ ଟିମ ।

ଏହା ପୂର୍ବରୁ ଫରାରି 1999ରୁ 2004 ଯାଏଁ କ୍ରମାଗତ 6ଟି ଟାଇଟଲ ହାତେଇଥିଲା ।

ହାମିଲଟନ ଗତ ସପ୍ତାହରେ ପର୍ତ୍ତୁଗାଲ ଗ୍ରାଁ ପ୍ରି କବ୍ଜା କରି 92ତମ ଟାଇଟଲ ହାତେଇଥିଲେ ।

ABOUT THE AUTHOR

...view details