ହୋଷ୍ଟନ: ଆମେରିକାର ପୂର୍ବତନ ବେସବଲ ଖେଳାଳି ବବ୍ ୱାଟସନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା ।
ପରଲୋକରେ ଆମେରିକାର କିମ୍ବଦନ୍ତୀ ବେସବଲ ଖେଳାଳି ବବ୍ ୱାଟସନ - ବବ୍ ୱାଟସନଙ୍କ ପରଲୋକ
ଆମେରିକାର ପୂର୍ବତନ ବେସବଲ ଖେଳାଳି ବବ୍ ୱାଟସନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା ।
![ପରଲୋକରେ ଆମେରିକାର କିମ୍ବଦନ୍ତୀ ବେସବଲ ଖେଳାଳି ବବ୍ ୱାଟସନ Former Asros legend Bob Watson passes away](https://etvbharatimages.akamaized.net/etvbharat/prod-images/768-512-7205850-thumbnail-3x2-ja.jpg)
ପରଲୋକରେ ଆମେରିକାର କିମ୍ବଦନ୍ତୀ ବେସବଲ ଖେଳାଳି ବବ୍ ୱାଟସନ
ମାତ୍ର 19 ବର୍ଷ ବୟସରେ 1965ରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ ୱାଟସନ । ଏହାପରେ ଫ୍ରାଞ୍ଚାଇଜ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ପାଲଟିଥିଲେ । ପରେ କୋଚ ଓ ମ୍ୟାନେଜର ଦାୟିତ୍ବ ମଧ୍ୟ ସଫଳତାରକ ସହ ତୁଲାଇଛନ୍ତି ।
ୱାଟନଙ୍କ ମୃତ୍ୟୁରେ ନିଜର ଟିମ ଆଷ୍ଟ୍ରୋ ଶୋକ ପ୍ରକାଶ କରିବା ସହ, ଆତ୍ମାର ସଗଗତି କାମନା କରିଛି ।