ଓଡିଶା

odisha

ବଢିବ ଭାରତରେ ଥିବା ବିଦେଶୀ କୋଚଙ୍କ କାର୍ଯ୍ୟକାଳ

ଭାରତରେ ଥିବା ବିଭିନ୍ନ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନର ବିଦେଶୀ କୋଚଙ୍କୁ ଆଶ୍ବସ୍ଥି । ବଢିବ ବିଦେଶୀ କୋଚଙ୍କ କାର୍ଯ୍ୟକାଳ ।

By

Published : Apr 24, 2020, 2:46 PM IST

Published : Apr 24, 2020, 2:46 PM IST

Foriegn coaches in India set to get contract extension
ବଢିବ ଭାରତରେଥିବା ବିଦେଶୀ କୋଚଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଭାରତରେ ଥିବା ବିଭିନ୍ନ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନର ବିଦେଶୀ କୋଚଙ୍କୁ ଆଶ୍ବସ୍ଥି । ବଢିବ ବିଦେଶୀ କୋଚଙ୍କ କାର୍ଯ୍ୟକାଳ । ଟୋକିଓ ଅଲମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ପରେ ବିଦେଶୀ କୋଚଙ୍କ କାର୍ଯ୍ୟକାଳକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ଅଧିକାଂଶ ଏନଏସଏଫ ପକ୍ଷରୁ ଆସନ୍ତା ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ କୋଚଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଁ ସୁପାରିଶ ହୋଇଛି ।

ଫଳରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନର ଅନୁରୋଧକୁ ସମ୍ନାନ ଜଣାଇ ଖୁବଶ୍ରୀଘ୍ର ଏନେଇ ଘୋଷଣା କରିପାରେ ।

ବର୍ତ୍ତମାନ ସମୟରେ ମୋଟ 38 ଜଣ ନିର୍ଦ୍ଦେଶକ, କୋଚ, ଓ ସପୋର୍ଟ ଷ୍ଟାଫ, ବାସ୍କେଟବଲ, ଟେବୁଲ ଟେନିସ, ଫୁଟବଲ, ଜୁଡୋ ଓ ସୁଇମିଂରେ ଭଳି କ୍ରୀଡାରେ ରହିଛନ୍ତି ।

ABOUT THE AUTHOR

...view details