ନୂଆଦିଲ୍ଲୀ: ଓଡ଼ିଶାରେ ହେବ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ବକପ । କାରଣ AIFF ଉପରୁ ବାସନ୍ଦାଦେଶ ଉଠାଇଛି FIFA । AIFF ଆଭ୍ୟନ୍ତରୀଣ ମାମଲାରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅଭିଯୋଗରେ FIFA, AIFFକୁ ବାସନ୍ଦାଦେଶ ଦେଇଥିଲା ।
AIFF ଉପରୁ ବାସନ୍ଦାଦେଶ ଉଠାଇଲା FIFA, ବିଶ୍ୱକପ ଆୟୋଜନ କରିବ ଓଡିଶା - FIFA latest news
ଓଡ଼ିଶାରେ ହେବ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ବକପ । କାରଣ AIFF ଉପରୁ ବାସନ୍ଦାଦେଶ ଉଠାଇଛି FIFA । ଅଧିକ ପଢ଼ନ୍ତୁ
AIFF ଉପରୁ ବାସନ୍ଦାଦେଶ ଉଠାଇଲା FIFA, ବିଶ୍ବକପ ଆୟୋଜନ କରିବ ଓଡ଼ିଶା
ତେବେ ଭାରତୀୟ ଫୁଟବଲ ସଂଘ ପାଖରେ ପୁନଃ ସମସ୍ତ ନିୟନ୍ତ୍ରଣ ରହିଛି । ତା ସହିତ ପୂର୍ବରୁ ଯେଉଁ କାର୍ଯ୍ୟନିର୍ବାହୀ କମିଟି ଥିଲା ତାହାକୁ ଭଙ୍ଗ କରାଯାଇଛି । ଏହାକୁ ନେଇ FIFAକୁ ଅବଗତ କରାଯିବା ପରେ ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦାଦେଶ ଉଠିଛି ।
Last Updated : Oct 29, 2022, 3:38 PM IST