ହାଇଦ୍ରାବାଦ: ଇଟିଭି ଭାରତରେ ଭେଟେରାନ ଟେବୁଲ ଟେନିସ ଖେଳାଳି ସରଥ କମଲ । ସରଥ ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ 9ଥର ସିନିୟର ନ୍ୟାସନାଲ ଚମ୍ପିଆନ ରହି ରେକର୍ଡ କରିଛନ୍ତି । ପୂର୍ବରୁ 8ଥର ନ୍ୟାସନାଲ ଚମ୍ପିଆନ ହେବାର ରେକର୍ଡ କରିଥିଲେ କମଲେଶ ମେହଟ୍ଟା ।
ଷ୍ଟାର ଟେବୁଲ ଟେନିସ ଖେଳାଳି ସରଥ କମଲଙ୍କ ସହ 'ଇଟିଭି ଭାରତ'ର ସ୍ବତନ୍ତ୍ର ସାକ୍ଷାତକାର - ଟେବୁଲ ଟେନିସ ଖେଳାଳି ସରଥ କମଲ
ଟେବୁଲ ଟେନିସ ଖେଳାଳି ସରଥ କମଲଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । 2020 ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ନେଇ ଆଶାବାଦୀ ଅଛନ୍ତି ସରଥ ।
![ଷ୍ଟାର ଟେବୁଲ ଟେନିସ ଖେଳାଳି ସରଥ କମଲଙ୍କ ସହ 'ଇଟିଭି ଭାରତ'ର ସ୍ବତନ୍ତ୍ର ସାକ୍ଷାତକାର Sharath Kamal](https://etvbharatimages.akamaized.net/etvbharat/prod-images/768-512-5932613-thumbnail-3x2-wc.jpeg)
ସରଥ କମଲ
ଟେବୁଲ ଟେନିସ ଷ୍ଟାର ସରଥ କମଲଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
ତେବେ ଏହି ସ୍ବତନ୍ତ୍ର ସାକ୍ଷାତକାରରେ ସରଥ କମଲ 2020 ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ନେଇ ଆଶାବାଦୀ ଅଛନ୍ତି । 2018ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସରଥ । ଟୋକିଓ ଅଲମ୍ପିକ୍ସରେ ଟେବୁଲ ଟେନିସ ଖେଳରେ ଭାରତର ସରଥଙ୍କ ଠାରୁ ଭାରତ ପଦକ ଆଶା ରହିଛି ।