ଭୁବନେଶ୍ବର: ଅନ୍ତର୍ଜାତୀୟ ପ୍ରତିଯୋଗିତା ତାହା ପୁଣି ଅଲମ୍ପିକ ଭଳି ପ୍ରତିଯୋଗିତାରେ ଭାରତୀୟ ବକ୍ସରଙ୍କ କୋଚ ଦାୟିତ୍ୱ ତୁଲାଇଥିବା ରାଜେଶ କୁମାରଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ସେ ହରିୟାଣାର କୁରୁକ୍ଷେତ୍ର ୟୁନିଭରସିଟି ଛାତ୍ରଛାତ୍ରୀଙ୍କ ବକ୍ସିଂ କୋଚ ଭାବେ ଆସିଛନ୍ତି ରାଜେଶ ।
‘ଓଡିଶାରେ ବକ୍ସିଂ ପାଇଁ ଅଛି ଭିତ୍ତିଭୂମି, ପଛଘୁଞ୍ଚା ଦେଉଛନ୍ତି ସରକାର’ - ଅଲମ୍ପିଆନ ମନୋଜ କୁମାର
ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ରାଜେଶ କୁମାର ହରିୟାଣାର କୁରୁକ୍ଷେତ୍ର ୟୁନିଭରସିଟି ଛାତ୍ରଛାତ୍ରୀଙ୍କ ବକ୍ସିଂ କୋଚ ଭାବେ ଆସିଛନ୍ତି ରାଜେଶ । ତେବେ ସେ କହିଛନ୍ତି, ହରିୟାଣାରେ ବକ୍ସିଂକୁ ଯେଭଳି ପ୍ରୋତ୍ସାହନ ମିଳୁଛି ଓଡିଶାରେ ବକ୍ସିଂ ପାଇଁ ଭିତ୍ତିଭୂମି ଥିଲେ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉନାହାଁନ୍ତି ।
ଅଲମ୍ପିଆନ ମନୋଜ କୁମାରଙ୍କ କୋଚଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
‘ଓଡିଶାରେ ବକ୍ସିଂ ପାଇଁ ଅଛି ଭିତ୍ତିଭୂମି, ପଛଘୁଞ୍ଚା ଦେଉଛନ୍ତି ସରକାର’
ତେବେ ସେ କହିଛନ୍ତି, ହରିୟାଣାରେ ବକ୍ସିଂକୁ ଯେଭଳି ପ୍ରୋତ୍ସାହନ ମିଳୁଛି ଓଡିଶାରେ ବକ୍ସିଂ ପାଇଁ ଭିତ୍ତିଭୂମି ଥିଲେ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉ ନାହାନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
Last Updated : Feb 28, 2020, 2:57 PM IST