ବେଙ୍ଗାଲୁରୁ: 40 ବର୍ଷରେ ପାଦ ଥାପିଛନ୍ତି ଭାରତୀୟ ଷ୍ଟାର ଆଥଲେଟ ଅଞ୍ଜୁ ବବି ଜର୍ଜ । ତେବେ କୋରୋନା ଭାଇରସ ଲକାଡାଉନ କାରଣରୁ ଜନ୍ମଦିନ ପାଳନ କରିବାକୁ ଚାହିଁନାହାନ୍ତି ଅଞ୍ଜୁ ।
କୋରୋନା ଭାଇରସ: ଜନ୍ମଦିନ ନେଇ ଏମିତି କହିଲେ ଅଞ୍ଜୁ ବବି ଜର୍ଜ - ଆଥଲେଟ ଅଞ୍ଜୁ ବବି ଜର୍ଜ ଜନ୍ମଦିନ
40 ବର୍ଷରେ ପାଦ ଥାପିଛନ୍ତି ଭାରତୀୟ ଷ୍ଟାର ଆଥଲେଟ ଅଞ୍ଜୁ ବବି ଜର୍ଜ । ତେବେ କୋରୋନା ଭାଇରସ ଲକାଡାଉନ କାରଣରୁ ଜନ୍ମଦିନ ପାଳନ କରିବାକୁ ଚାହିଁନାହାନ୍ତି ଅଞ୍ଜୁ । ଅଧିକ ପଢ଼ନ୍ତୁ...
![କୋରୋନା ଭାଇରସ: ଜନ୍ମଦିନ ନେଇ ଏମିତି କହିଲେ ଅଞ୍ଜୁ ବବି ଜର୍ଜ Doesn't feel right to celebrate birthday, says Anju Bobby George](https://etvbharatimages.akamaized.net/etvbharat/prod-images/768-512-6866272-thumbnail-3x2-sports.jpg)
କୋରୋନା ଭାଇରସ: ଜନ୍ମଦିନ ନେଇ ଏମିତି କହିଲେ ଅଞ୍ଜୁ ବବି ଜର୍ଜ
ଲଙ୍ଗ ଜମ୍ପର ଏହି ମହାନ ଭାରତୀୟ ଆଥଲେଟ ଏହା ଖୁସିର ସହ ଉତ୍ସବ ମନାଇବାର ସମୟ ନୁହେଁ କହିଛନ୍ତି । ତେବେ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ସମସ୍ତ ଭାରତୀୟ ଫ୍ୟାନ୍ସଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଏଥିସହିତ 2020 ବର୍ଷ ଦୁଃଖର ବର୍ଷ ବୋଲି ସେ କହିଛନ୍ତି । ଅଞ୍ଜୁ ବବି ଜର୍ଜ ଏକମାତ୍ର ଭାରତୀୟ ଆଥଲେଟ ଭାବେ ୱାଲ୍ଡ ଆଥଲେଟିକ୍ସ ଚମ୍ପିଆନସିପରେ ମେଡାଲ ବିଜେତା ରହିଛନ୍ତି ।