ଓଡିଶା

odisha

ETV Bharat / sports

ଯାଜପୁରରେ ଜିଲ୍ଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଉଦଘାଟିତ - ଜିଲ୍ଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା

ଯାଜପୁରରେ ଜିଲ୍ଲାସ୍ତରୀୟ ସବ ଜୁନିୟର ଟାଇକୋଣ୍ଡ ପ୍ରତିଯୋଗିତା ଉଦଘାଟିତ । ଯୋଗ ଦେଲେ ୭୦ରୁ ଊର୍ଦ୍ଧ୍ବ ଟାଇକୋଣ୍ଡ ପ୍ରତିଯୋଗୀ । ଅଧିକ ପଢ଼ନ୍ତୁ

ଜିଲ୍ଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଉଦଘାଟିତ
ଜିଲ୍ଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଉଦଘାଟିତ

By

Published : Aug 8, 2022, 8:56 AM IST

ଯାଜପୁର: ବ୍ୟାସନଗର ପୌରପରିଷଦ କହ୍ନେଇପୁର ସ୍ଥିତ ଖେଳପଡିଆରେ ଜିଲ୍ଲାସ୍ତରୀୟ ସବ ଜୁନିୟର ଟାଇକୋଣ୍ଡ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲ୍ଲା ଟାଇକୋଣ୍ଡ ସଙ୍ଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ ବୋଲି ସଙ୍ଘ ପକ୍ଷରୁ ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଉଦଘାଟିତ

ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୦ରୁ ଊର୍ଦ୍ଧ୍ବ ଟାଇକୋଣ୍ଡ ସବଜୁନିୟର ପ୍ରତିଯୋଗୀ ଅଶଂ ଗ୍ରହଣ କରିଛନ୍ତି । ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ଯୁବ ସମାଜସେବୀ ଆଲୋକ ମହାନ୍ତି ଅତିଥିଭାବେ ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ ସବଜୁନିୟର ଟାଇକୋଣ୍ଡ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details