ହାଇଦ୍ରାବାଦ: ତୀରନ୍ଦାଜ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛନ୍ତି, ଅଲମ୍ପିଆନ ଅତନୁ ଦାସ ପତ୍ନୀ ଦୀପିକା କୁମାରୀ । ତୀରନ୍ଦାଜ ବିଶ୍ବକପ ପ୍ରଥମ ପର୍ଯ୍ୟାୟରେ ବ୍ୟକ୍ତିଗତ ପୁରୁଷ ଓ ମହିଳା ବର୍ଗର ଫାଇନାଲ ମୁକାବିଲାରେ ଉଭୟ ଲଢେଇ କରିବେ ।
ମିକ୍ସଡ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମ୍ୟାଚରେ ୟୁଏସଏକୁ ଭେଟିବ ଭାରତ । ଅନ୍ୟପଟେ ମେକ୍ସିକୋ ଓ ଜର୍ମାନୀ ମଧ୍ୟରେ ସ୍ବର୍ଣ୍ଣ ପଦକ ମ୍ୟାଚ ହେବ ।