ହାଇଦ୍ରାବାଦ:ଆରମ୍ଭ ହେବାକୁ ଯାଉଛି କମନ ୱେଲଥ ଗେମ୍ସ (Commonwealth Games) । ଏଥିପାଇଁ ଆଥଲେଟିକ୍ସଙ୍କର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ତେବେ ଆସନ୍ତୁ ଜାଣିବା ଭାରତୀୟ ଆଥଲେଟିକ୍ସଙ୍କର କେଉଁ ଦିନ କେଉଁ ଇଭେଣ୍ଟ ରହିଛି ।
କମନ ୱେଲଥ ଗେମ୍ସ 2022
ଜୁଲାଇ 30
ନିତେନ୍ଦର ରାୱତ - ପୁରୁଷ ଦୌଡ (Men’s Marathon)
ଅଗଷ୍ଟ 2
ଅବିନାଶ ସାବଲେ - ବାଧା ଦୌଡ (Men’s 3000m Steeplechase)
ମୁରଲୀ ଶ୍ରୀଶଙ୍କର - ପୁରୁଷ ଲମ୍ବ ଡିଆଁ (Men’s Long Jump)
ମହମ୍ମଦ ଆନିସ ୟାହିୟା - ପୁରୁଷ ଲମ୍ବ ଡିଆଁ (Men’s Long Jump)
ଧନଲକ୍ଷ୍ମୀ ଶେଖର - ମହିଳା 100 ମିଟର ଦୌଡ (Women’s 100m)
ଜ୍ୟୋଥୀ ୟାରଜି - ମହିଳା 100 ମିଟର ବାଧା ଦୌଡ (Women’s Discus Throw)
ଅଗଷ୍ଟ 3
ଅବଦୁଲା ଅବୁବେକର - ପୁରୁଷ ଟ୍ରିପଲ ଜମ୍ପ (Men’s Triple Jump)
ପ୍ରବୀଣ ଚିଥ୍ରଭେଲ - ପୁରୁଷ ଟ୍ରିପଲ ଜମ୍ପ (Men’s Triple Jump)
ଏଲୋଧୋଜ ପାଉଲ - ପୁରୁଷ ଟ୍ରିପଲ ଜମ୍ପ (Men’s Triple Jump)
ଡିପି ମାନୁ - ପୁରୁଷ ଜାଭଲିନ ଥ୍ରୋ (Men’s Javelin Throw)
ରୋହତ ଯାଦବ - ପୁରୁଷ ଜାଭଲିନ ଥ୍ରୋ (Men’s Javelin Throw)
ସନ୍ଦୀପ କୁମାର - ପୁରୁଷ 10 କିମି ରେସ ୱାକ (Men’s 10km race walk)
ଅମିତ ଖତ୍ରି - ପୁରୁଷ 10 କିମି ରେସ ୱାକ (Men’s 10km race walk)
ଐଶର୍ଯା ବି - ମହିଳା ଲଙ୍ଗ ଜମ୍ପ (Women’s Long Jump)
ଅନ୍ସି ସୋଜନ - ମହିଳା ଲଙ୍ଗ ଜମ୍ପ (Women’s Long Jump)
ଅନୁ ରାନୀ - ମହିଳା ଜାଭଲିନ ଥ୍ରୋ (Women’s Javelin Throw)
ଶିଲ୍ପା ରାନୀ - ମହିଳା ଜାଭଲିନ ଥ୍ରୋ (Women’s Javelin Throw)
ମଞ୍ଜୁ ବାଲା ସିଂହ - ମହିଳା ହାମର ଥ୍ରୋ (Women’s Hammer Throw)
ସରିତା ରୋମିତ ସିଂହ - ମହିଳା ହାମର ଥ୍ରୋ (Women’s Hammer Throw)
ଅଗଷ୍ଟ 6
ଆମୋଜ ଜକୋବ - ପୁରୁଷ 4x400ମିଟର ରିଲେ (Men’s 4x400m relay)
ନୋଆହ ନିର୍ମଲ ଟୋମ - ପୁରୁଷ 4x400ମିଟର ରିଲେ (Men’s 4x400m relay)
ଆରୋକିଆ ରାଜିଭ - ପୁରୁଷ 4x400ମିଟର ରିଲେ (Men’s 4x400m relay)
ମହମ୍ମଦ ଆଜମଲ - ପୁରୁଷ 4x400ମିଟର ରିଲେ (Men’s 4x400m relay)
ନଗନ୍ନାଥ ପାଣ୍ଡି - ପୁରୁଷ 4x400ମିଟର ରିଲେ (Men’s 4x400m relay)
ରାଜେଶ ରମେଶ - ପୁରୁଷ 4x400ମିଟର ରିଲେ (Men’s 4x400m relay)
ଭାୱନା ଜାଟ - ମହିଳା 10 କିମି ରେସ ୱାକ (Women’s 10km race walk)
ଦୂତୀ ଚାନ୍ଦ - ମହିଳା 4x100ମିଟର ରିଲେ (Women’s 4x100m relay)
ଶ୍ରାବଣୀ ନନ୍ଦ - ମହିଳା 4x100ମିଟର ରିଲେ (Women’s 4x100m relay)
ଏମଭି ଜିଲନା - ମହିଳା 4x100ମିଟର ରିଲେ (Women’s 4x100m relay)
ଏନଏସ ସିମି - ମହିଳା 4x100ମିଟର ରିଲେ (Women’s 4x100m relay)
ବ୍ୟାଡମିଣ୍ଟନ
ଜୁଲାଇ 29
ଅଶ୍ବିନୀ ପୋନପ୍ପା - ମିକ୍ସଡ ଡବଲ୍ସ (Mixed Doubles)
ବି ସୁମୀଥ ରେଡ୍ଡୀ - ମିକ୍ସଡ ଡବଲ୍ସ (Mixed Doubles)
ଅଗଷ୍ଟ - 3
ପିଭି ସିନ୍ଧୁ - ମହିଳା ସିଙ୍ଗଲ୍ସ (Women’s Singles)
ଆର୍କଷୀ କାଶ୍ୟପ - ମହିଳା ସିଙ୍ଗଲ୍ସ (Women’s Singles)
ଲକ୍ଷ୍ୟ ସେନ - ପୁରୁଷ ସିଙ୍ଗଲ୍ସ (Men’s Singles)
କିଦାମ୍ବୀ ଶ୍ରୀକାନ୍ତ - ପୁରୁଷ ସିଙ୍ଗଲ୍ସ (Men’s Singles)
ଅଗଷ୍ଟ - 4
ତ୍ରୀଶା ଜଲି - ମହିଳା ଡବଲ୍ସ (Women’s Doubles)
ଗାୟତ୍ରୀ ଗୋପିଚାନ୍ଦ - ମହିଳା ଡବଲ୍ସ (Women’s Doubles)
ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ - ପୁରୁଷ ଡବଲ୍ସ (Men’s Doubles)
ଚିରାଗ ସେଟ୍ଟୀ - ପୁରୁଷ ଡବଲ୍ସ (Men’s Doubles)
ବକ୍ସିଂ
ଜୁଲାଇ 30
ଅମିତ ପଘାଂଲ - ପୁରୁଷ 51 କେଜି (Men’s 51kg)
ମହମ୍ମଦ ହୁସାମୁଦ୍ଦିନ - ପୁରୁଷ 57 କେଜି (Men’s 57kg)
ଶିବା ଥାପା - ପୁରୁଷ 63.5କେଜି (Men’s 63.5kg)
ରୋହିତ ଟୋକାସ - ପୁରୁଷ 67କେଜି (Men’s 67kg)
ସୁମିତ କୁଣ୍ଡୁ - ପୁରୁଷ 75କେଜି (Men’s 75kg)
ଆଶିଷ ଚୌଧୁରୀ - ପୁରୁଷ 80କେଜି (Men’s 80kg)
ସଞ୍ଜିତ - ପୁରୁଷ 92କେଜି (Men’s 92kg)
ସାଗର - ପୁରୁଷ 92+କେଜି (Men’s 92+kg)