ଓଡିଶା

odisha

ETV Bharat / sports

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ମିକ୍ସ ଡବଲ୍ସରେ ଭାରତକୁ ସ୍ବର୍ଣ୍ଣ - କଟକ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌ ମିକ୍ସ ଡବଲ୍ସରେ ଭାରତକୁ ସ୍ବର୍ଣ୍ଣ । ଜି ସାଥିୟାନ ଓ ଅର୍ଚ୍ଚନା କାମଥଙ୍କ ଯୋଡି ଭାରତକୁ ଦେଲା ବିଜୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 21, 2019, 9:40 PM IST

କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌ରେ ପୁଣି ଭାରତ ଜିତିଲା ସ୍ଵର୍ଣ୍ଣ । ମିକ୍ସ ଡବଲ୍ସ ଫାଇନାଲ ମ୍ୟାଚରେ ସିଙ୍ଗାପୁର ଯୋଡିକୁ ମାତ ଦେଇ ରେକର୍ଡ କରିଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଜି ସଥିୟାନ ଓ ଅର୍ଚ୍ଚନା କାମଥ ଯୋଡିଙ୍କ ଦମଦାର ଖେଳ ପ୍ରଦର୍ଶନ ବଳରେ ଫାଇନାଲ ମ୍ୟାଚକୁ 3-0 ସେଟରେ ଜିତି ନେଇଛି ଭାରତ ।

ତେବେ ଏହି ବିଜୟ ଭାରତର ମନୋବଳକୁ ବେଶ ମଜଭୁତ କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details