ନୂଆଦିଲ୍ଲୀ: ଅଲମ୍ପିକ ଯୋଗ୍ୟତା ଅର୍ଜନ ନେଇ ଦୃଢ ଆଶାବାଦୀ ଥିବା କହିଛନ୍ତି ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ।
ଅଲମ୍ପିକ ଯୋଗ୍ୟତା ଅର୍ଜନ ନେଇ ଦୃଢ ଆଶାବାଦୀ: ସାକ୍ଷୀ ମଲ୍ଲିକ - securing Olympic quota
ଅଲମ୍ପିକ ଯୋଗ୍ୟତା ଅର୍ଜନ ନେଇ ଦୃଢ ଆଶାବାଦୀ ଥିବା କହିଛନ୍ତି ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ।
ଅଲମ୍ପିକ ଯୋଗ୍ୟତା ଅର୍ଜନ ନେଇ ଦୃଢଆଶାବାଦୀ: ସାକ୍ଷୀ ମଲ୍ଲିକ
ଅଲମ୍ପିକ୍ସରେ ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଭାବେ ମେଡାଲ ଜିତିଛନ୍ତି ସାକ୍ଷୀ । ଏଥିସହିତ ସୁଶୀଲ କୁମାରଙ୍କ ପରେ 2ୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ ମେଡାଲ ବିଜୟୀ ରହିଛନ୍ତି ।
ତେବେ 58 କିଲୋଗ୍ରାମ ବର୍ଗରୁ 62 କିଲୋଗ୍ରାମ ବର୍ଗକୁ ଚୟନ କରିଛନ୍ତି ସାକ୍ଷୀ । ଯୁବ କୁସ୍ତିଯୋଦ୍ଧା ସୋନମ ମଲିକଙ୍କ ଠାରୁ ଦୁଇଥର ପରାସ୍ତ ହେବାପରେ, ଏସିଆନ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ସାକ୍ଷୀ ସ୍ଥାନ ପାଇପାରିନଥିଲେ । ମାତ୍ର 27 ବର୍ଷୀୟା ସାକ୍ଷୀ ଟୋକିଓ ଟିକେଟ ହାତେଇବା ନେଇ ଦୃଢ ଆଶାବାଦୀ ଅଛନ୍ତି ।